Govinda Tripathy
-
ଗଣେଶ ପୂଜ।ରେ ଗୁଣୁପୁର ଆଶ୍ରମ ସ୍କୁଲ ରେ ଅଘଟଣ
ଗଣେଶ ପୂଜାରେ ଅଘଟଣ ଛାତରୁ ଖସି ଲୁହା ଗ୍ରୀଲ୍ରେ ଝୁଲି ରହିଲେ ଛାତ୍ର ଗୁଣୁପୁର, ୨୭୯ : ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଅଘଟଣ…
Read More » -
ବାପ ପୁଅ ଯେ।ଡି hydrabad ମ।ର।ଥ।ନ ରେ ବ।ଜିମ।ରିଲେ ।
ବାପ ପୁଅ ଯୋଡ଼ି ହାଇଦ୍ରାବାଦ ମାରଥାନରେ ବାଜିମାରିଲେ । ନବରଙ୍ଗପୁର,୨୭/୮ : ନବରଙ୍ଗପୁର ତେନ୍ତୁଳୀ ଖୁଣ୍ଟି / ନବରଙ୍ଗପୁର ଜିଲ୍ଲାର ସୁପରିଚିତ ବରିଷ୍ଠ ମାରାଥନ ଧାବକ ଚିତ୍ତରଞ୍ଜନ…
Read More » -
ବର୍ଷା ବିପ୍ଳ।ତ,ଜୟପୁର ସହର ବେହ।ଲ
ବର୍ଷା ବିପ୍ଲାତ, ସହର ବେହାଲ୍ ରାଜ୍ୟରେ ଦ୍ଵିତୀୟ ସର୍ବାଧିକ, ଘରେ ପଶିଲା ଡ୍ରେନ୍ ପାଣି, ଭାଙ୍ଗିଲା ପାଚେରି ପ୍ରଶାସନ ପକ୍ଷରୁ ପଲିଥିନ୍, ଶୁଖିଲା ଖାଦ୍ୟ ପ୍ରଦାନ ।…
Read More » -
ନୂଆଁଖାଇ ପ।ଇ ଗଡିବ ନି 8 ଓସଆରଟିସି ବସ
ନୂଆଁଖାଇ ପାଇଁ ଗଡ଼ିବନି ୮ ଓସ୍ଆରଟିସି ବସ୍ ଜୟପୁର,28/8: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଗଡ଼ିବନି ୮ ସରକାରୀ ବସ୍। ନୂଆପଡ଼ା, ବରଗଡ଼ ବଲାଙ୍ଗିର ଏବଂ…
Read More » -
ନୂଆଁଖାଇ ପ।ଇ ଗ।ଅଁ। ଓ ସହର ଉତ୍ସବ ମୁଖର ହୋଇ ଉଠିଛି
ନୂଆଁଖାଇ ପାଇଁ ଗାଁ ଉତ୍ସବ ମୁଖର ଚନ୍ଦାହାଣ୍ଡି,28/8: ସକାଳ ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇ…
Read More » -
ରଇଘର ର ଶିକ୍ଷ। ଅନୁଷ୍ଠାନ ଓ ଗ।ଅଁ। ଗହିଳି ଗଣେଶ ପୂଜ। ଧୂମଧ।ମ ରେ ପ।ଳନ ଓ ପୂଜ। ହେ।ଇଛି
ରାଇଘରରେ ଗଣେଶ ପୂଜା ଧୁମଧାମରେ ପାଳିତ ଶିକ୍ଷାନୁଷ୍ଠାନରୁ ଗାଁଗହଳି ପର୍ଯ୍ୟନ୍ତ ଭକ୍ତିଭାବରେ ପୂଜାର୍ଚ୍ଚନା ରାଇଘର, ୨୭/୦୮/୨୫ ଅଗଷ୍ଟ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଅବସରରେ ରାଇଘର…
Read More » -
ଗଣେଶ ପୂଜ। ରେ 3000 କୋଟିର ବେପାର
ଗଣେଶ ପୂଜାରେ ୩୦୦୦ କୋଟିର ବେପାର ଭୁବନେଶ୍ବର, ୨୭/୮ ପବିତ୍ର ଗଣେଶ ପୂଜାକୁ ସାରା ରାଜ୍ୟରେ ଉତ୍ସାହର ସହ ପାଳନ କରାଯାଉଛି। ବଡ଼ ବଡ଼ ଛକରେ ସୁଦୃଶ୍ୟ…
Read More » -
ପ।ଣି ଘେରରେ ଜୟପୁର ସ୍ୱାସ୍ଥ୍ୟ ଟୀକା କରଣ କରଣ କେନ୍ଦ୍ର
ପାଣି ଘେରରେ ଟିକାକରଣ କେନ୍ଦ୍ର ଜୟପୁର,୨୭।୮: ଜୟପୁର ସହର ମଦଳାସାହି ଦକ୍ଷିଣ ପ୍ରାଥମିକ ବିଦ୍ୟାଳୟ ନିକଟ ଟିକାକରଣ କେନ୍ଦ୍ର ପାଣି ଘେରରେ ରହିଛି । ମଦଳାସାହିବାସୀ ହଇରାଣ…
Read More » -
ପୀଲ।ଙ୍କୁ ଗ।ଡି ଦେଲେ ଅଭିଭ।ବକ ଗଣିବେ ଦଣ୍ଡ ଓ ଦଣ୍ଡିତ ହେବେ
ପିଲାଙ୍କୁ ଗାଡିଦେଲେ ଅଭିଭାବକ ଗଣିବେ ଦଣ୍ଡ ରାୟଗଡ଼ା :28/8 ରାୟଗଡା ଜିଲ୍ଲା ଗାଡ଼ି ଚଳାଇବା ମହାଙ୍ଗା ସାବ୍ୟସ୍ତ ହୋଇଛି ଗୁଣପୁର କଲେଜ ସମ୍ମୁଖ ରାସ୍ତା ରେ ଗାଡି…
Read More » -
ଝରିଗ। ର କୋଣେ ଅନୁକୋଣେ ଗଣେଷ ପୂଜା ପାଳନ ହେ।ଇଛି
ଝରିଗାଁର କୋଣେ ଅନୁକୋଣେ ଗଣେଶ ଚତୁର୍ଥୀ ପାଳିତ ଝରିଗାଁ , ୨୭/୦୮-ଆଜି ଭାଦ୍ରବ ମାସର ଚତୁର୍ଥୀ ତିଥ୍ ହୋଇଥିବାରୁ ଭାରତ ବର୍ଷର କୋଣେ ଅନୁକୋଣେ ହିନ୍ଦୁ ଧର୍ମାବଳମ୍ବିମାନଙ୍କ…
Read More »