District
ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନବରଙ୍ଗପୁର:-ଡାବୁଗାଁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା।ଜୁଲାଇ ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ରଥପାଇଁ ଅକ୍ଷତୃତୀୟା ଦିନ କାଠ ଅନୁକଲ କରା ଯାଇଥିଲା।ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିର ସଭାପତି ଡାବୁଗାଁ ତହସିଲଦାର ଗୀତା ମୂର୍ମୁ , ପାନ୍ତଲୁ ରାଓ,ଦେବରାଜ ପାତ୍ର,ସାଇ ରାଜୁ,ଏମ ଅପା ରାଓ, ସୁରେନ୍ଦ୍ର ମିଶ୍ର,ଭଗବାନ ମହାନ୍ତି,ଲଷ୍ମୀକାନ୍ତ ରଥ,କୁନୁ ପାତ୍ର,ବାବି ଜେନା, ପ୍ରକାଶ ପଣ୍ଡା,ଭାଗବାନ ଖୁଣ୍ଟିଆ,ସମେତ ପ୍ରାୟତ ଅଧିକାଂଶ ଭକ୍ତ ନିଜ ମୂଲ୍ୟବାନ ସମୟ ଦେଇ ବୈଠକରେ ଉପସ୍ଥିତି ଥିଲେ।ରିପୋଟ ପ୍ରିୟଦର୍ଶିନୀ ପାତ୍ର,ନବରଙ୍ଗପୁର



