Govinda Tripathy
-
ଲଗ।ଣ ବଷ। ଯୋଗୁଁ ଭୁଷୁଡିଲ। ଆର୍ୟୁବେଦିକ ଚିକିତ୍ସି।ଳଯ
ଲଗାଣ ବର୍ଷାରେ ଭୁଶୁଡ଼ିଲା ଆୟୁର୍ବେଦ ଚିକିତ୍ସାଳୟ ଖାଇରପୁଟ,୨୮/୮: ମାଲକାନଗିରି ଜିଲ୍ଲା ରେ ଗତ ଦୁଇ ଦିନଧରି ଲଗାଣ ବର୍ଷା ଲାଗି ରହିଛି । ନଦୀ ଗୁଡିକ ଫୁଲିବ…
Read More » -
ଗଣେଶ ପୂଜ। ଏବଂ ନୂଆଁଖାଇ ପ।ଇ ଉତ୍ସବ ମୁଖର ର ପ।ପଡ।ହ।ଣ୍ଡି ଅଥଂଳ
ଗଣେଶ ପୂଜା ଏବଂ ନୁଆଁଖାଇ ପାଇଁ ଉତ୍ସବ ମୁଖର ପାପଡ଼ାହାଣ୍ଡି ଅଂଚଳ ପାପଡାହାଣ୍ଡି,28/8 : ପାପଡାହାଣ୍ଡି ସଦରର ବିଭିନ୍ନ ସ୍ଥାନ, ସାହି ମାନଙ୍କରେ ଆଜି ଶ୍ରୀ ଶ୍ରୀ…
Read More » -
ଆସନ୍ତ। କ।ଲି ଲୋକ ସଭ। ବାଚସ୍ପତି ଓମ୍ ବିର୍ଲା ଓଡିଶା ଆସିବେ
ଏହାକୁ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଉଦଘାଟନ କରିବେ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ । ଏଥିରୁ ସାରା ଦେଶରୁ…
Read More » -
ଆଦିବାସୀ ପୁଅ ଦେବାଶିଷ ଡାକ୍ତର ହେବ
ଆଦିବାସୀ ପୁଅ ଦେବାଶିଷ ଡାକ୍ତର ହେବେ ଉମରକୋଟ,ତା୨୮/୮ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କଚରାପାରା…
Read More » -
ଜୟପୁର ରେ ୪୧ ପୂଜା ମଣ୍ଡପ କୁ ଅନୁମତି
ଅଗ୍ରପୂଜ୍ୟଙ୍କ ଆରାଧାନା ୪୧ ପୂଜା ମଣ୍ଡପକୁ ଅନୁମତି ଜୟପୁର,୨୭/୮ : ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଧୁମଧାମରେ ଆରମ୍ଭ ହୋଇଛି। ଏଥର ସହରର ୪୧ ପୂଜା ମଣ୍ଡପକୁ ପ୍ରଶାସନିକ…
Read More » -
ଚକିରି କର।ଇଦେବ। ନଁ। ରେ ଠକେଇ କୋଡ଼ିଙ୍ଗା ଥ।ନ।ରେ ଏତଲ।
ଚାକରି କରାଇଦେବା ନାଁରେ ଠକେଇ , କୋଡ଼ିଙ୍ଗା ଥାନାରେ ଏତଲା, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ବାକ୍ଷର ଓ ଷ୍ଟାମ୍ପ୍ ବ୍ୟବହାର କରିଛି ଠକ ପଡାହାଣ୍ଡି,28/8 ଚାକରି କା…
Read More » -
ମାନ୍ୟବର ମୁଖ୍ୟମନ୍ତ୍ରୀ କର କମଳ ରେ ସି ଏମ କିସାନ ସହାୟତା ର।ଶି. ହସ୍ତାନ୍ତର ନବରଙ୍ଗପୁର ଚାଷୀଙ୍କୁ ଡି ବି ଟି ମ।ଧିମରେ
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ‘ ସି ଏମ କିସାନ‘ ସହାୟତା ରାଶି ହସ୍ତାନ୍ତର ନବରଙ୍ଗପୁର ଜିଲ୍ଲାର ଚାଷୀ ଙ୍କୁ ଡି ବି ଟି ମାଧ୍ଯମରେ ‘ସିଏମ…
Read More » -
ଶ୍ରମିକ ଙ୍କ ନିଟ୍ ପ।ସ କରିବ।ରେ ଅଥ ବ।ଧକ
ଶ୍ରମିକଙ୍କ ନିଟ୍ ପାସ୍ କରିବାରେ ଅର୍ଥ ବାଧକ ନବରଙ୍ଗପୁର, ନବରଙ୍ଗପୁରର ଜଣେ ୨୦ ବର୍ଷୀୟ ଯୁବକ, ଯିଏ ଆନ୍ଧ୍ରପ୍ରଦେଶରେ ବନ୍ଧୁଆ ଶ୍ରମିକ ଭାବେ କାମ କରୁଥିଲେ, ନିଟ୍…
Read More » -
ଅପ୍ରୋ ଚ୍ ରୋଡ ପ।ଇ କଥ। ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆପ୍ରୋଚ୍ ରୋଡ଼୍ ପାଇଁ କଥା ହେଲେ କେନ୍ଦ୍ରମନ୍ତ୍ରୀ ଜିଲ୍ଲାପାଳଙ୍କୁ ବାଇକ୍ରେ ବସାଇ ଗାଁ’କୁ ଗଲେ କଣିହାଁ,୨୭/୮: ବୁଧବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗୁଳ ଜିଲ୍ଲା ଗସ୍ତ…
Read More » -
29 ବିଦ୍ୟାଳୟ ଛାତରୁ ଗଳୁଛି ପ।ଣି ଓ ପ୍ରଶାସନ କୁ ସମ।ଧ।ନ ପାଇ ଦ।ବି
୨୯ ବିଦ୍ୟାଳୟ ଛାତରୁ ଗଳୁଛି ପାଣି ପ୍ରଶାସନ ଅତିଶୀଘ୍ର ସମସ୍ୟା ସମାଧାନ କରିବାକୁ ଦାବି ନନ୍ଦପୁର,28/8 କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅଧୀନ ୨୩ ପଞ୍ଚାୟତର ଶିକ୍ଷା…
Read More »