ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁରର ଗୌରବ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ସମ୍ମାନ ପାଇବ ନବରଙ୍ଗପୁର; ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅର୍ଧକାରୀ ଭାବେ ସମ୍ମାନିତ ହେବେ ଛତ୍ରପତି ସାହୁ
ଗୋବିନ୍ଦ ତ୍ରିପାଠୀ, ରିପୋର୍ଟ
ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନବରଙ୍ଗପୁରକୁ ଏହି ଗୌରବମୟ ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡଃ ମହେଶ୍ବର ସ୍ବାଇଁଙ୍କୁ ମଧ୍ୟ ଶିକ୍ଷା କ୍ଷେତ୍ରରେ ତାଙ୍କର ଦୂରଦର୍ଶୀ ନେତୃତ୍ବ, ମାର୍ଗଦର୍ଶନ ଓ ନିରନ୍ଧର ପ୍ରୋତ୍ସାହନ ପାଇଁ ସମ୍ମାନିତ କରାଯିବ।ଜିଲ୍ଲାରେ ଶିକ୍ଷାର ମାନୋନ୍ନତି ପାଇଁ ବିଦ୍ୟାଳୟଗୁଡ଼ିକରେ ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟି, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ଶିକ୍ଷଣ ଫଳାଫଳ ବୃଦ୍ଧି, ଶିକ୍ଷକମାନଙ୍କ ଦକ୍ଷତା ବିକାଶ ଏବଂ ବିଦ୍ୟାଳୟ ଭିତ୍ତଭୂମିର ବିକାଶ ଭଳି ଅନେକ ପଦକ୍ଷେପ ନିଆଯାଇଛି। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ସମନ୍ବିତ ପ୍ରୟାସ ଏହି ସଫଳତାକୁ ସାକାର କରିଛି।ଏହି ସଫଳତା ପଛରେ ଜିଲ୍ଲାସ୍ତରୀୟ ଅଧିକାରୀ ଆଜି ଗୌରବର ନୂଆ ଅଧ୍ୟାୟ ଲେଖୁଛି। ଗୁଣାତ୍ମକ ଶିକ୍ଷା, ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ରଛାତ୍ରୀ ଉନ୍ନତ ଶିକ୍ଷଣ ପରିବେଶ, ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳରେ ଓ ଅଭିଭାବକଙ୍କ ସାମୂହିକ ଅବଦାନ ରହିଛି। ସମସ୍ତଙ୍କ ନିଷ୍ଠା, ଉନ୍ନତି ଓ ବିଦ୍ୟାଳୟ ଭିତ୍ତିଭୂମିର ସୁଦୃଢ଼ୀକରଣ ଦିଗରେ ସହଯୋଗ ଓ ସମର୍ପଣ ନବରଙ୍ଗପୁରର ଏହି ସଫଳତାର ଅନବରତ ପ୍ରୟାସର ସ୍ବୀକୃତି ସ୍ବରୂପ ନବରଙ୍ଗପୁର ଜିଲ୍ଲା ମୂଳ ଭିତ୍ତ ବୋଲି କୁହାଯାଇଛି।ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର (MSP)ରେ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ନବରଙ୍ଗପୁରର ଏହି ସ୍ବୀକୃତି କେବଳ ଏକ ପୁରସ୍କାର ନୁହେଁ, ଭାବେ ସମ୍ମାନିତ ହେବାକୁ ଯାଉଛି।ଏଥେସହ ଜିଲ୍ଲା ଶିକ୍ଷା ବରଂ ଜିଲ୍ଲାର ଶିକ୍ଷା ଜଗତ ପାଇଁ ଏକ ନୂଆ ପ୍ରେରଣା। ବ୍ୟବସ୍ଥାରେ ଦକ୍ଷ ନେତୃତ୍ବ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଆଗାମୀ ଦିନରେ ଗୁଣାତ୍ମକ ଶିକ୍ଷାର ପ୍ରସାର ଓ ଛାତ୍ରଛାତ୍ରୀଙ୍କ ନବରଙ୍ଗପୁରର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁଙ୍କୁ ସାମଗ୍ରିକ ବିକାଶର ପଥକୁ ଏହି ସମ୍ମାନ ଆହୁରି ସୁଦୃଢ଼ କରିବ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧୂକାରୀ ଭାବେ ସମ୍ମାନିତ କରାଯିବ। ବୋଲି ଆଶା ପ୍ରକାଶ ପାଇଛି।ଏହି ଗୌରବମୟ ସଫଳତା ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ନୂଆ ଦିଗ ଦେବାରେ ତାଙ୍କର ନିଷ୍ଠା, ପାଇଁ ନବରଙ୍ଗପୁର ଜିଲ୍ଲା, ଜିଲ୍ଲାପାଳ ଡଃ ମହେଶ୍ବର ସ୍ବାଇଁ, ଦକ୍ଷତା ଓ ସମନ୍ଵୟମୂଳକ ପ୍ରୟାସ ଏହି ସଫଳତାରେ ଜିଲ୍ଲା ଶିକ୍ଷା ଅଧୂକାରୀ ଶ୍ରୀ ଛତ୍ରପତି ସାହୁଙ୍କ ସମେତ ଶିକ୍ଷା ବିଶେଷ ଭୂମିକା ନେଇଛି।ଆସନ୍ତା ୫ ସେପ୍ଟେମ୍ବର, ଶିକ୍ଷକ ବିଭାଗର ସମସ୍ତ ଅଧୂକାରୀ, କର୍ମଚାରୀ ଓ ଶିକ୍ଷକ-ଦିବସ ଅବସରରେ ଭୁବନେଶ୍ବରସ୍ଥିତ ଲୋକସେବା ଭବନର ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ମହଲରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଷ୍ଟେଟ୍ କନଭେନସନ୍ ସେଣ୍ଟରଠାରେ ଆୟୋଜିତ ଜଣାଯାଇଛି।
ନବରଙ୍ଗପୁର:- ଶିକ୍ଷାର ଆଲୋକରେ ନବରଙ୍ଗପୁର ଜିଲ୍ଲା (DLO), ଶିକ୍ଷା ବିଭାଗର ଅଧୂକାରୀ ଓ କର୍ମଚାରୀ, ସମସ୍ତ ମହଲରୁ ହାର୍ଦ୍ଦିକ ଅଭିନନ୍ଦନ ଜଣ।ଯ।ଉଛି ।
