District

ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପକୁ ନେଇ ବଢ଼ିଲା ଆଶା

ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପକୁ ନେଇ ବଢ଼ିଲା ଆଶା ।

ଦୀର୍ଘ ଦିନର ସ୍ବପ୍ନ ଏବେ ସାକାର ହେବାକୁ ଯାଉଛି ।

ଏହି ରେଳପଥ ନିର୍ମାଣ ହେଲେ ନବରଙ୍ଗପୁର, ଜୟପୁର ଓ ସମଗ୍ର କୋରାପୁଟ ଅଞ୍ଚଳର ଯାତାୟାତ, ବ୍ୟବସାୟ ଓ ରୋଜଗାର କ୍ଷେତ୍ରରେ ନୂଆ ଦ୍ବାର ଖୋଲିବ ।

ସାଧାରଣ ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ଏହା ଏକ ବଡ଼ ପଦକ୍ଷେପ ।

ରେଳ ସଂଯୋଗ ବଢ଼ିଲେ ଅଞ୍ଚଳର ଉନ୍ନତି ଆହୁରି ଅଧୂକ ରୁ ଅଧୂକ ହେବ ବୋଲି ଆଶା କରାଯାଉଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button