District

ବିଜୁଏକ୍ସପ୍ରେସ ୱେ ରୁ ପିଚୁ ଉଠି ଗାତ ହୋଇଗଲାଣି କିନ୍ତୁ ପ୍ରଶାସନ ର ନିଘା ନାହିଁ

ବିଜୁଏକ୍ସପ୍ରେସ ୱେ ରୁ ପିଚୁ ଉଠି ଗାତ ହୋଇଗଲାଣି କିନ୍ତୁ ପ୍ରଶାସନ ର ନିଘା ନାହିଁ

ଗୋବିନ୍ଦ ତ୍ରିପାଠୀ କଂ ରିପୋର୍ଟ

ଧର୍ମଗଡ, ,୯/୫ : ଧର୍ମଗଡ ବ୍ଲକ ବେହେରା ଲକ୍ଷୀ ରାମ ଅଗ୍ରୱାଲ କଲେଜ ନିକଟରେ ବିଜୁ ଏକ୍ସପ୍ରେସ ୱେ ରୁ ପିଚୁ ଉଠି ଗଲାଣି. ଯାହା ଫଳରେ ସେଠାରେ ବିରାଟ ଗାତ ସୃଷ୍ଟି ହୋଇଛି. ଏଣୁ ପ୍ରତି ମୁହୂର୍ତିରେ ବିପଦ ରହିଛି. ଏହି ରାସ୍ତାରେ ଦୈନନ୍ଦିନ ଭାରୀଯାନ ସହ ବହୁ ସଂଖ୍ୟାରେ ଯ।ନ ବାହାନ ଚଲା ଚଲି କରୁଛି । ଏବଂ ବେହେରା ଗାଁ ରୁ ପୁରୁଣା ରାସ୍ତା ସନଯୋଗ ମଧ୍ୟ ହେଇଛି । କଲେଜ, ହାଇସ୍କୁନ ସ୍କୁଲ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ଦେଇ ଯାତ୍ରା ୟାତ କରନ୍ତି । ଲୋକଙ୍କ ଅଭିଯୋଗ ଅନୁଯାଇ ବିଜୁଏକ୍ସ ପ୍ରେସ ୱ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ବେ ବି ଆଜି ବି କେଉଁଠି ପିଚୁ ଓଠି ଯାଉଛି, ତୋ କେଉଁଠି ଖାଲ ଖମା ହୋଇଛି ଯାହା ଫଳରେ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି. ଏଣୁ ଶୀଘ୍ର ମରାମତି କରା ନ ଗଲେ ଗ୍ରାମ ବ।ସୀ ଲୋକେ ର।ଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତ।ବନୀ ଦେଇଛିନି

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button