District

ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ

*ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*
ପଶ୍ଚିମ ବଙ୍ଗ ଓ ଆସାମ ବିଧାନ ସଭା ନିର୍ବାଚନ ରେ ବିଜେପି ର ବଡ ସଫଳତା ଯୋଗୁଁ ଡାବୁଗାଁ ମଣ୍ଡଳ ରେ ବିଜେପି ସମର୍ଥକ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି। ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର, ଜିଲ୍ଲା ସଂପାଦକ ଜେ ରାଜଶେଖର ରାଓ, ବରିଷ୍ଠ ନେତା ଜୟନ୍ତ ପାତ୍ର, ମଣ୍ଡଳ ସାଧାରଣ ସମ୍ପାଦକ ନରେଶ ସିଂ ଓ ନରୁ ସିଂ, କୃଷକ ମୋର୍ଚ୍ଚା ଜିଲ୍ଲା କୋଷାଧ୍ୟକ୍ଷ ଜି କିରଣ କୁମାର, ଜି ସତ୍ୟ ରାଓ, ଓ୍ବାଇ ରାଜ କୁମାର, ଦିନେଶ ସିଂ, ଗୋପୀ ଦେଲି, ଆର୍ ଶଙ୍କର ରାଓ, ଭୀମ ଜେନା, କିଶୋର ପାତ୍ର, ଭାଷ୍କର ମହାପାତ୍ର ଏବଂ ଅନ୍ୟ ମାନଙ୍କ ଉପସ୍ଥିତି ରେ ଆନନ୍ଦ ଉଲ୍ଲାସର ସହ ବିଜେପି ର ଜୟ ଧ୍ୱନି ଦେଇ କାର୍ଯ୍ୟକର୍ତ୍ତା ଡାବୁଗାଁ ମୁଖ୍ୟ ଛୋକ ନିକଟକୁ ଆସିଥିଲେ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button