District

ସମିତିସଭ୍ୟ ସାଜିଲେ ଠେକାଦାର ଘର ତିଆରି ନ କରି ଆବାସ ଯୋଜନା ଅର୍ଥ କଲେ ଆତ୍ମସାତ

ସମିତିସଭ୍ୟ ସାଜିଲେ ଠେକାଦାର ଘର ତିଆରି ନ କରି ଆବାସ ଯୋଜନା ଅର୍ଥ କଲେ ଆତ୍ମସାତ

ଗୋବିନ୍ଦ ତ୍ରିପାଠୀ ନବରଙ୍ଗପୁର

ର।ଈଘର ,ତ।୪/୫ଜିଲ୍ଲା ରାଇଘର

ବ୍ଲକ ବାବେଇ ପଞ୍ଚାୟତ ଅନ୍ତର୍ଗତଚୋରବେ ବତା ଗ୍ରାମର ସୁକମତିଗଣ୍ଡ ଙ୍କ ୪ ବର୍ଷ ପୂର୍ବେ
ପ୍ରଧାନମନ୍ତ୍ରୀଆବାସ ଯୋଜନାରେ ଘର ଗୋଟେ ଆସିଥିଲା କିନ୍ତୁଆଜିଯାଏ ଘରର ଫାଉଣ୍ଡେସନତିଆରି ନ ହୋଇ ଥିଲ।।

ସମିତି ସଭ୍ୟକରି ଜଲେଙ୍ଗପାରା
ରାଜେଶ ଅଧିକାରୀହିତାଧିକାରୀ ଙ୍କ ଆଙ୍ଗୁଠି ଛାପନେଇ ୪୦ ହଜାର ଟଙ୍କା ହଡପ
ଅଭିଯୋଗ କରିଥିବା ହିତାଧିକାରୀ
ଅଭିଯୋଗ କରିଛନ୍ତି । ସେହିପରି
ଚୋରବେଡା ଗ୍ରାମ ର ଲକମୁ ଗଣ୍ଡ
ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ରେ ଘର ଆସିଥିବା ବେଳେ
ଲକମୁ ଗଣ୍ଡ ଙ୍କ ମୃତ୍ୟୁ ହେବାପରେ

ସମିତି ସଭ୍ୟ ରାଜେଶ ଅଧିକାରୀ ୪ ବର୍ଷ ହେଲା ଅଧା ଫାଉଣ୍ଡେସନ କରି ଟିପ ଚିହ୍ନ ନେଇ ୪୫ ହଜାର ଟଙ୍କା ହଡପକରିଥିବା ଅଭିଯୋଗ କରିଛନ୍ତି । ତାଙ୍କ ବିଧବା ସ୍ତ୍ରୀ ହିରୋବାଇ ଗଣ୍ଡ କାରଣ ଲକମୁ ଗଣ୍ଡ ଙ୍କ ବର୍ଷେ ପୂର୍ବେ ମୃତ୍ୟୁ ହେବା

ପରେ ତାଙ୍କ ନୂତନ ଘରେ ରହିବା ସ୍ବପ୍ନ ଅଧା ରହିଗଲା ସେହିପରି ଚୋରବେତା ଗ୍ରାମର କୈଳାଷୀ ଗଣ୍ଡ ଙ୍କ ଘର ଆସିଥିବାବେଳେ ସମିତି ସଭ୍ୟ ରାଜେଶ ଅଧିକାରୀ ଛାତ ଲେବଲ ଯାଏ ତିଆରି କରି ୬୫ ହଜାର ଟଙ୍କା ଉଠେଇ ଠକିଦେଲେ ।

ଗରିବ ହିତାଧିକାରୀ ଙ୍କ ବିଶ୍ବାସ ରେ ବିଷ ଦେଇ ଆବାସଯୋଜନା ର ଅର୍ଥ ଆତ୍ମସାତ କରିଥିବା ଜଣେ ସମିତିସଭ୍ୟ ଙ୍କନାମରେ ଅଭିଯୋଗ ଆଣିଲେ ହିତାଧିକାରୀ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button