ଜଙ୍ଗଲ ଭିତରେ ମାଫିଆଙ୍କ ରାଜ: ନିଘୋଡ ନିଦ୍ରାରେ ବନ ବିଭାଗ

ଜଙ୍ଗଲ ଭିତରେ ମାଫିଆଙ୍କ ରାଜ: ନିଘୋଡ ନିଦ୍ରାରେ ବନ ବିଭାଗ
ଗୋବିନ୍ଦ ତ୍ରିପାଠୀ, ବୈପାରୀଗୁଡ଼ା
କୋରାପୁଟ,ତ।୧୬/୪ : କାନ୍ଦୁଛି ପରିବେଶ ଆଗକୁ କାନ୍ଦିବ ମଣିଷ, ହେଲେ ଚିର ନିଦ୍ରାରେ ଦାୟିତ୍ୱରେ ଥିବା ଜଙ୍ଗଲ ବିଭାଗ ଖୋଲମ ଖୋଲା ଜଙ୍ଗଲ ଭିତରେ ମାଫିଆମାନେ ଗଛ କାଟି ଜଙ୍ଗଲ ନଷ୍ଟ କରୁଥିବା ବେଳେ କୋମାରେ କୋରାପୁଟ ବନ ବିଭାଗ। ମାଫିଆଙ୍କ ସହିତ ଚାଲିଛି କି ମଧୁ ଚନ୍ଦ୍ରିକା । ବନପାଳ ଓ ବନରକ୍ଷୀ ଜଙ୍ଗଲ ଜଙ୍ଗଲ ଦାୟିତ୍ବରେ ଥିବା ସତ୍ତ୍ୱେ ମଧ୍ୟ କାହିଁକି ସୁରକ୍ଷିତ ର ରହି ପାରୁନି ଜଙ୍ଗଲ । ବଡ଼ ବଡ଼ ବଡ଼ ଶାଳ ଗଛ କାଟିବାରେ ବନ ବିଭାଗର ଅଛି କି ହାତ, ଯଦି ନାହିଁ ତେବେ କାହିଁକି ମାଫିଆଙ୍କୁ ଧରୁନି ବନ ବିଭାଗ। ନଜର ପକାନ୍ତୁ କୋରାପୁଟ ବନ ବିଭାଗ ଅଧୀନରେ ଯାଉଥିବା ସ୍ଥାନରେ କେମତି
ଦ୍ବିପହରରେ ଜଙ୍ଗଲ କାଟୁଛନ୍ତି ଜଙ୍ଗଲ ମାପିଆ, ମାଫିଆଙ୍କ ଟାର୍ଗେଟରେ ଏବେ ମୂଲ୍ୟବାନ ବଡ ବଡ ଶାଳ ଓ ପିଆଶାଳ ଗଛ। ପ୍ରତିଦିନ କଟା ଯାଉଛି ହଜାର ହଜାର ଗଛ ଏବେ ଜଙ୍ଗଲ ନଷ୍ଟରେ ପାଲଟିଛି ପ୍ରମୁଖ କାରଣ । ଗୋଟିଏ କି ଦୁଇଟି ଜାଗାରେ ନୁ ନୁହେଁ, କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ଅଧୁନସ୍ଥ ବୈପାରିଗୁଡା ବନାଞ୍ଚଳ ଓ ଗୁପ୍ତେଶ୍ୱର ବନାଞ୍ଚଳର ବିଭିନ୍ନ ଜଙ୍ଗଲରୁ ମାଫିଆମା ମାନେ ଲକ୍ଷାଧିକ ଟଙ୍କାର ଗଛ କାଟି ପଟା ତିଆରି କରୁଛନ୍ତି ଓ ରାତ୍ର ସମୟର ସୁଯୋଗ ଦେଖୁ ପଟା ଚୋରା ଚାଲାଣ କରାଯାଉଛି । ହେଲେ ଘଟଣା ଉପରେ ନଜର ପକାଇ ବର୍ତ୍ତମାନ କୋମାରେ ବନ ବିଭାଗୀୟ ଅଧକାରୀ। କୋରାପଟ ଜିଲ୍ଲା
ଅଞ୍ଚଳ। ଜଙ୍ଗଲକୁ ଉପଭୋଗ କରିବାକୁ ପୂର୍ବଦିନେ ସହ ସହ ସହ ପର୍ଯ୍ୟଟକ ଆସୁଥିଲେ। ବର୍ତ୍ତମାନ ବନ ବିଭାଗର ଅପାରଗତା ମନ ଭାବ ଓ ଓ କାର୍ଯ୍ୟାରେ ଅବହେଳ। ଯୋଗୁ ଆଜି ବୈପାରିଗୁଡ଼ା ବିଭିନ୍ନ ଜଙ୍ଗଲ ଜଙ୍ଗଲ ବୈପାରିଗୁଡ଼ା ଅଞ୍ଚଳ ଏକ ପ୍ରକୃତିର ସୌନ୍ଦର୍ଯ୍ୟ ଭରା ବୈପାରିଗୁଡ଼ାରେ ଥିବା ଧର୍ମଗଡ଼ ଓ ଗୁପ୍ତେଶ୍ୱର ବନାଞ୍ଚଳ ସଫା ହେବାକୁ ବସିଲାଣି। ଦିନ ଦ୍ବିପହରରେ ଗଛ କାଟୁଥିବା ବେଳେ ନ ବିଭାଗ କେମିତି ଜାଣି ପାରୁନି ତାକୁ ନେଇ ଉଠୁଛି ବଡ଼ ପ୍ରଶ୍ନ । ସବୁଠାରୁ ବଡ଼ କଥା କି ବନ ବିଭାଗର ଦାସୀନତା ତା ଲାଗି ଭବିଷ୍ୟତରେ କଣ ପ୍ରଭାବିତ ହେବ କି ବାବା ଗୁପ୍ତେଶ୍ବର ଧାମର ସୋନ୍ଦର୍ଯ୍ୟ ବଢାଉଥିବା ଘଞ୍ଚ ଜଙ୍ଗଲ । କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ଅଧିନସ୍ଥ ବୈପାରିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଦଶମନ୍ତପୁର ସେକ୍ସନର ଖେମାବେଡ଼ା ଅଞ୍ଚଳର ମାନେ ବନ ବିଭାଗ । ଜଙ୍ଗଲରୁ ପ୍ରତିଦିନ ମାଫିଆ ଲକ୍ଷାଧିକ ଟଙ୍କାର ଗଛ କାଟି ଜଙ୍ଗଲ ସଫା କରୁଛନ୍ତି ହେଲେ ସବୁ ଜାଣି ନିରବ ଦ୍ରଷ୍ଟା ସାଜିଛି । ଜଙ୍ଗଲ ମାଫିଆଙ୍କୁ ସାଭାଡ଼ କରିବାରେ ଜଙ୍ଗଲ ବିଭାଗ ଫେଲ ମାରିଛି ସାଧାରଣରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ସମାଜସେବୀ, ଆଉ ସେ କହିଛନ୍ତି ଖାଁ ଭାଁ କାଠ ବଜେଇ ଗାଡ଼ି ଜବତ କରି ଚୁପ ରହୁଛି, ବୋଲି ଅଭିଯୋଗ ହୋଇଛି। ବୈପାରିଗୁଡ଼ା ବନାଞ୍ଚଳ ଦଶମନ୍ତପୁର ସେକ୍ସନର ଖେମାବେଡ଼ା ଜଙ୍ଗଲ ଏବେ ମାଫିଆଙ୍କ କବ୍ଜାରେ ଦିନ ଦ୍ବିପହରରେ ବନ ବିଭାଗର ବିନା ଅନୁମତିରେ କଟା ଯାଉଛି ବଡ଼ ବଡ଼ ମୂଲ୍ୟବାନ ଶାଳଗଛ । ଗଛ କାଟି ପଟା ତିଆରି କରି ପ୍ରତିଦିନ ବିକ୍ରି କରାଯାଉଛି କିନ୍ତୁ ଏହାର ଢେର ପାଇ ପାରୁନି ବନ ବିଭାଗ । ସବୁଠାରୁ ବଡ଼ କଥା ହେଉଛି ଏହି ଏହି ଅଞ୍ଚଳର ଦାୟିତ୍ଵରେ ଥିବା ବନପାଳ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରୁଥିବା ଜଣା ପଡ଼ୁଛି । ଯଦି ବନରକ୍ଷୀ ଓ ବନପାଳ ଜଙ୍ଗଲରେ ପ୍ରତିଦିନ ପାଟ୍ରୋଲିଙ୍ଗ କରୁଥାନ୍ତେ ତେବେ ହୁଏତ ଏହି ଏହି ଗଛ ସବୁ ସୁରକ୍ଷାରେ ବଞ୍ଚି ପାରିଥାନ୍ତା । ବର୍ତ୍ତମାନ ଏହି ଘଟଣାକୁ ନେଇ ଜୟପୁର ଏସି ଏଫ ଓ ପ୍ରସନ୍ନ ମିଶ୍ର ପଚାରିବାରୁ ସେ କହିଛନ୍ତି ବର୍ତମାନ ଏହି ଘଟଣା ନିହାତି ଭାବରେ ତଦନ୍ତ କରାଯିବ । ଆଉ ଯଦି ଘଟଣାର ସତ୍ୟ ସତ୍ୟତା ସାମ୍ନାକୁ ଆସେ ତେବେ ଏହା ଉପରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ବୋଲି । ସୂଚନା ଦେଇଛନ୍ତି । ବର୍ତ୍ତମାନ ସବୁଠାରୁ ବଡ଼ କଥା କି ଆଉ କେତେ ଜଙ୍ଗଲ ସଫା ହେଲାପରେ ଚେତା ପଶିବ ବନ ବିଭାଗର । ନା ରାତି ଅଧିଆ ଜଙ୍ଗଲି ବାବୁଙ୍କ ଉଦାସୀନତା ମାନଚିତ୍ରରୁ କୋରାପୁଟ ବନାଞ୍ଚଳକୁ ଉଭାନ କରି ଦେବ ତାକୁ ନେଇ ସମସ୍ତଙ୍କର ଅପେକ୍ଷା ।



