Govinda Tripathy
-
134 ବିଦ୍ୟାଳୟ ରେ ଆସ ସ୍କୁଲ ଯିବ। କାର୍ଯ୍ୟକ୍ରମ
୧୩୪ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ତେନ୍ତୁଳିଖୁଣ୍ଟି, 17/8: ତେନ୍ତୁଳିଖୁଣ୍ଟି ବ୍ଲକର ୧୩୪ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟରେ ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More » -
ଚୋରି ମ।ମଲ। ରେ ରାୟଗଡା ରୁ ଦୁଇ ଗିରଫ
ମୈତ୍ରୀନଗର ଚୋରି ମାମଲା ରାୟଗଡ଼ାରୁ ୨ ଗିରଫ ନବରଙ୍ଗପୁର,17/8: ମୈତ୍ରୀନଗର ଚୋରି ମାମଲାରେ ନବରଙ୍ଗପୁର ଟାଉନ୍ ଥାନା ପୁଲିସକୁ ମିଳିଛି ସଫଳତା | ଏହି ମାମଲାରେ ଜଡ଼ିତ…
Read More » -
ଭାରତ ମ।ଳ। ପା ଇ ବଦଳିଲ। ମେଣ୍ଟ ର।-ଡାବୁଗାଁ ଗତିପଥ
ଭାରତମାଳା ପାଇଁ ବଦଳିଲା ମେଣ୍ଡରା-ଡାବୁଗାଁ ଗତିପଥ ଅଧିକ ୫ କି.ମି ବୁଲାଣି, ସମସ୍ୟା ଭୋଗୁଛନ୍ତି ଯାତ୍ରୀ ଡାବୁଗାଁ,୧୬/୮: ରାୟପୁର-ବିଶାଖାପାଟଣା ଭାରତମାଳା ଅର୍ଥନୈତିକ କରିଡର ରାସ୍ତା କାମ ଶେଷ…
Read More » -
ଜଙ୍ଗଲ ଜମି ପଟ୍ଟା, ର।ସନ କାର୍ଡ ବାଣ୍ଟି ଲେ ମନ୍ତ୍ରୀ
ଜଙ୍ଗଲ ଜମି ପଟ୍ଟା, ରାଶନ କାର୍ଡ ବାଣ୍ଟିଲେ ମନ୍ତ୍ରୀ ମୋରଡ଼ା,୧୬/୮ ମୟୂରଭଞ୍ଜ ଜିଲ୍ଲା ଚିତ୍ରଡ଼ାସ୍ଥିତ ମୋରଡ଼ା ବ୍ଲକ ପରିସରରେ ସ୍ଥାନୀୟ ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ…
Read More » -
ଝରିଗାଁ ରେ ଜନ୍ମାଷ୍ଟମୀ ପାଳିତ
ଝରିଗାଁରେ ଜନ୍ମାଷ୍ଟମୀ ପାଳିତ ନବରଙ୍ଗପୁର, ୧୬/୦୮/୨୫ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହୋଇ ଯାଇଛି।ସ୍ଥାନୀୟ ସ୍ବରାଜ ବିଦ୍ଯାପୀଠ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ…
Read More » -
ଜୟପୁର ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କୁ ଦୁ ଇ ବର୍ଷ, ବିଶ୍ରାମ ଗ।ରରେ ତ।ଲ।
ଉଦ୍ଘାଟନକୁ ବିତିଲା ୨ବର୍ଷ, ବିଶ୍ରାମାଗାରରେ ତାଲା ଚିକିତ୍ସାଳୟବାରଣ୍ଡା ରୋଗୀ ସମ୍ପର୍କୀୟଙ୍କ ରାତ୍ରି ଆଶ୍ରୟସ୍ଥଳ ଜୟପୁର, ତ।17/8: ଜୟପୁରସ୍ଥିତ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦ୍ଘାଟନ ହୋଇ ୨ବର୍ଷ…
Read More » -
ବେଆଇନ କ୍ଲିନିକ ଉପରେ ଚଢ଼ାଉ 7 ମହଲ। କୋଠ। ସଲ, ଅଲ୍ଟ୍ରା ସାଉଣ୍ଡ ଗ।ଏପ୍
ବେଆଇନ କ୍ଲିନିକ ଉପରେ ଚଢାଉ ୭ ମହଲା କୋଠା ସିଲ, ଆଲଟ୍ରା ସାଉଣ୍ଡ ଗାଏବ ରାୟଗଡା,ତ।17/8 ଗୁଣପୁର ରେଳଷ୍ଟେସନ ନିକଟ କପିଳପୁରରେ ଦୀର୍ଘ ବର୍ଷ ଧରି ବେଆଇନ…
Read More » -
17 ଶହ ଲିଟର ମହୁଲ ଜବତ ଯୁବକ ଗିରଫ
୧୭ ଶହ ଲିଟର ମହୁଲ ଜବତ, ଯୁବକ ଗିରଫ ଝରିଗାଁ,୧୬/୮: ଅବକାରୀ ବିଭାଗ ଝରିଗାଁ ବ୍ଲକ ସଦରମହକୁମାରେ ଚଢ଼ାଉ କରି ୧୭ ଶହ ଲିଟର ମହୁଲ ଜବତ…
Read More » -
ସାର ପାଇ ଟେକାପଥର ଫୋପ।ଡିଲେ ଚାଷୀ
ସାର ପାଇଁ ଟେକାପଥର ଫୋପାଡ଼ିଲେ ଚାଷୀ କୋଷାଗୁମୁଡ଼ା, ୧୬/୮ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ରେ ସାର ଅଭାବ ଲାଗି ରହିଛି ଶନିବାର ସାର ବଣ୍ଟନବେଳେ ଅପ୍ରୀତିକର ପରିସ୍ଥିତି…
Read More » -
ଡାବୁଗାଁ ବ୍ଲକ ରେ ବୁଲିଲ। ବଜ୍ରପାତ ସଚେତନ ରଥ
ଡାବୁଗାଁ ବ୍ଲକ ରେ ବୁଲିଲା ବଜ୍ରପାତ ସଚେତନତା ରଥ ଡାବୁଗାଁ, ୧୬ |୮ | ୮ – ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏ ସମ୍ବନ୍ଧୀୟ ସତର୍କତା…
Read More »