Govinda Tripathy
-
ଶିକ୍ଷାଦାନ ବେଳେ ଶ୍ରେଣୀ ଗୃହ ରେ ପଶିଲ। ବର୍ଷ। ପ।ଣି
ଶିକ୍ଷାଦାନ ବେଳେ ଶ୍ରେଣୀଗୃହରେ ପଶିଲା ବର୍ଷାପାଣି ନବରଙ୍ଗପୁର,27/8 ନବରଙ୍ଗପୁର ସହରରେ ମଙ୍ଗଳବାର ପ୍ରବଳ ବର୍ଷା ଇଛି। ବର୍ଷା ଯୋଗୁ ନୂଆବନ୍ଧ ସାହି 3 ରାଜୁସାହୁ ମଧ୍ୟରେ ଥିବା…
Read More » -
ଶ୍ରୀ କୃଷ୍ଣ ବିରୁଦ୍ଧରେ ଅନବରତ ସୋସିଆଲ ମିଡିଆ ଆଶ।ଳୀନ ପୋଷ୍ଟ କରୁଥିବାରୁ ଥ।ନ।ରେ ଏତଲ।
ଶ୍ରୀକୃଷ୍ଣଙ୍କ ବିରୁଦ୍ଧରେ ଅନବରତ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା । ନବରଙ୍ଗପୁର, ୨୬/୦୮/୨୫ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ…
Read More » -
ମହିଳାଙ୍କ ଗ।ଡି ପୋଡି ଦେଲେ ଦୁବୃର୍ତ୍ତ ଚ।ରି ଦିନ ପରେ ବି ପୋଲିସ ହ।ତ ଖାଲି
ମହିଳାଙ୍କ ଗାଡି ପୋଡିଲେ ଦୁର୍ବୃତ୍ତ ଚାରି ଦିନ ପରେ ବି ପୋଲିସ ହାତ ଖାଲି ଛେଣ୍ଡିପଦା, ତା 27/8 ଓଡିଶାରେ ମହିଳା ସୁରକ୍ଷିତ ନ ଥ୍ବବ।ର ଏକ…
Read More » -
ପାର୍ବଣ ଋତୁ ଆସିଲେ ମନେପଡେ କୁମ୍ଭାର
ପାର୍ବଣ ଋତୁ ଆସିଲେ ମନେପଡ଼ନ୍ତି କୁମ୍ଭାର ଉମରକୋଟ, ୨୬/୮: ପରିବାରର ବୃଦ୍ଧ ବୃଦ୍ଧା ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତେ ମାଟି ଜିନିଷ ଗଢିବାରେ ବ୍ୟସ୍ତ।…
Read More » -
ଡି ଆର ସି ଏସ ଅଫିସ ରାସ୍ତା ଖୋଳିଦେଲେ ଜମି ମାଲିକ
ଡିଆର୍ସିଏସ୍ ଅଫିସ୍ ରାସ୍ତା ଖୋଳିଦେଲେ ଜମି ମାଲିକ ନବରଙ୍ଗପୁର,27/8 ନବରଙ୍ଗପୁର ଜିଲ୍ଲା ଡିଆର୍ସିଏସ୍ ଅଫିସ୍ ରାସ୍ତାକୁ ନିଜର ଜମି ଦାବି କରି ଜଣେ ଜମି ମାଲିକ ରାସ୍ତାରେ…
Read More » -
ଯକ୍ଷ୍ମାମୁକ୍ତ ପଞ୍ଚାୟତ ଗଠନ ନେଇ ତାଲିମ, ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ
ଯକ୍ଷ୍ମାମୁକ୍ତ ପଞ୍ଚାୟତ ଗଠନ ନେଇ ତାଲିମ ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ବ୍ଳକ- ତାଦୁର୍ଗା, ଜିଲ୍ଲା- ନବରଙ୍ଗପୁର ଯକ୍ଷ୍ମାରୋଗର ଲକ୍ଷଣ, ଚିହ୍ନଟ, ନିରାକରଣ ଉପରେ ଆଲୋଚନା କରାଯାଉଛି।…
Read More » -
ବହୁ ପରିମାଣର କ।ଠ ସମାଗ୍ରୀ ଜବତ ସୋନପୁର ଘରେ ଘରେ ସର୍ଚ୍ଚ ଅପରେସନ
ସୋନପୁରର ଘରେ ଘରେ ସର୍ଚ୍ଚ ଅପରେସନ ବହୁ ପରିମାଣର କାଠ ସାମଗ୍ରୀ ଜବତ ରାଇଘର,ତା ୨୭/୦୮/୨୫ ନବରଙ୍ଗପୁର ଜିଲ୍ଲା ଛତିଶଗଡ ସୀମାନ୍ତ ରାଇଘର ବ୍ଲକ ଠାରେ ଦୀର୍ଘ…
Read More » -
ଭିଏତନାମ ଚମକିଲେ ଓଡିଆ ପୁଅ ସୁପର ଟାଲେଣ୍ଟ ସବ ଟାଇଟଲ ହ।ସଲ କରିଛନ୍ତି
ଭିଏତ୍ନାମରେ ଚମକିଲେ ଓଡ଼ିଆ ପୁଅ ନବରଙ୍ଗପୁର,26/8: ମଡେଲିଂ ପ୍ରତିଯୋଗିତାରେ ଭିଏତ୍ନାମରେ ଚମକିଛନ୍ତି ଜଣେ ଓଡ଼ିଶା ପୁଅ। ବିଭିନ୍ନ ଦେଶର ୫୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ…
Read More » -
ରାୟଗଡା ରେ 54, 348 ହିତାଧିକାରୀଙ୍କ ହେଇନି ଇ-କେୱ।ଇସି ତିନି ମ।ସ ହେଲ। ମିଳୁନି ପିଡିଏସ ଚ।ଉଳ
ରାୟଗଡ଼ାରେ ୫୪,୩୪୮ ହିତାଧୁକାରୀଙ୍କ ହୋଇନି ଇ-କେୱାଇସି ୩ ମାସ ହେଲା ମିଳୁନି ପିଡିଏସ୍ ଚାଉଳ ରାୟଗଡ଼ା,ତ।26/8 ରାୟଗଡ଼ା ଜିଲ୍ଲାରେ ବଞ୍ଚୁ ଥାଉ ହିତାଧୁକାରୀଙ୍କୁ ମାରିଦେଲା ଇ-କେୱାଇସି। ଇ-କେୱାଇସି…
Read More » -
ନୂଆ ଖାଇ ପୂର୍ବ ରୁ ଦ।ଦନ ଦଲ।ଲ ସକ୍ରିୟ ପରିବାର ପଛ। ଦେଉଛନୀ ଦଶରୁ ପନ୍ଦର ହଜ।ରେ ଅଗ୍ରୀମ ଟଙ୍କା
ନୂଆଖାଇ ପୂର୍ବରୁ ଦାଦନ ଦଲାଲ ସକ୍ରିୟ ପରିବାର ପିଛା ଦେଉଛନ୍ତି ୧୦ରୁ ୧୫ ହଜାର ଅଗ୍ରୀମ ଚନ୍ଦାହାଣ୍ଡି, ୨୫/୮: ନୂଆଖାଇ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ୍ରେ…
Read More »