Education

ଓଡିଆ ମୁଖ୍ୟମନ୍ତ୍ରୀ ମୋହନ ମ।ଝୀ ଙ୍କ ବଡ ଘୋଷଣ। ଓଡିଶା ଆଦିବାସୀ ଝିଅ ଙ୍କୁ ଦିଆ ଯିବ ପା ଇଲଟ୍ ଟ୍ରେନିଂ

ଭୂବନେଶ୍ବର, 26/8

ଆଦିବାସୀ ଝିଅଙ୍କୁ ବଡ଼ ସୁଯୋଗ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା

ଓଡ଼ିଆ ଆଦିବାସୀ ଝିଅଙ୍କୁ ଦିଆଯିବ ପାଇଲଟ୍ ଟ୍ରେନିଂ

କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍‌ରେ ଦିଆଯିବ ସ୍ବତନ୍ତ୍ର ଟ୍ରେନିଂ

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ବି-ଏଏଏଏନ୍ ଅଧୀନରେ କ୍ୟାଡେଟ୍ ପାଟ୍ଟ ପ୍ରୋଗ୍ରାମ୍ ଆରମ୍ଭ କରାଯିବ ପାଇଲଟ୍

ଯେଉଁଥ୍ରେ ଆଦିବାସୀ ଝିଅମାନଙ୍କୁ ପାଇଲ ପାଇଁ ଟ୍ରେନିଂ ଦିଆଯିବ ଲଟ୍ ହେବା

ଭୁବନେଶ୍ବର ବିମାନବନ୍ଦରରେ ଆଧୁନିକ ନିକ ଏଆର୍‌ଓ ସୁବିଧା ସ୍ଥାପନ ହେବ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button