ନବରଙ୍ଗପୁର ଜିଲ୍ଲା ସାମୂହିକ ଦୀପ ପ୍ରଜ୍ବଳନ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ

ନବରଙ୍ଗପୁର ଜିଲ୍ଲା ସାମୂହିକ ଦୀପ ପ୍ରଜ୍ବଳନ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ନବରଙ୍ଗପୁର ପବିତ୍ର ମ।ଟିରେ ସାମୂହିକ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ନବରଙ୍ଗପୁର ସହର ଓ ମନ୍ଦିର ପରିସରରେ ପ୍ରାୟ ୧,୦୦୦ ଦୀପ ପ୍ରଜ୍ବଳନ କରାଯାଇଥିଲା।ଏହି ଅବସରରେ ଉପସ୍ଥିତ ଶ୍ରଦ୍ଧାଳୁ ଓ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ । ସାମୂହିକ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମକୁ ନେଇ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା ।

 

ଗୋବିନ୍ଦ ତ୍ରିପାଠୀ, ନ୍ୟୁଜ ନବରଙ୍ଗପୁର

Leave a Reply

Your email address will not be published. Required fields are marked *