
ଗୁଣପୁର,ତା28/6 : ରାୟଗଡ଼ା ଜିଲ୍ଲା ଗୁଣପୁର ତାଲୁକ ଆଇନ୍ ସେବା ସଂସ୍ଥା ସ୍ଥା ଆନୁକୂଲ୍ୟରେ ଗୁଣପୁର ମହାବିଦ୍ୟାଳୟରେ ଜୟରେ ଆନ୍ତର୍ଜାତିକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ବେଆଇନ ଚୋରାଚାଲାଣ ବିଷୟରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସଂସ୍ଥାର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାଜଜ୍ ଲ୍ଲାଜଜ୍ ଦେବଦତ୍ତ ପଟ୍ଟନାୟକ ସଭାପତିତ୍ବ କରିଥିଲାବେଳେ କୋର୍ଟର ସବଜଜ୍ ସୁମିତ୍ରା ସାହୁ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ଶ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଓକିଲ ସଂଘ ସଭାପତି ଗୌରୀଶଙ୍କର ଦାସ, ଉପସଭାପତି ରମେଶ ଚନ୍ଦ୍ର ଲିମା, ପବ୍ଲିକ ପ୍ରସିକ୍ୟୁଟର କୃଷ୍ଣଚନ୍ଦ୍ର ସେନାପତି, ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଜବାହାର ଚୌଧୁରୀ, ଆଦର୍ଶ ଥାନା ଅଧିକାରୀ କମଳାକାନ୍ତ କହଁର
ପ୍ରମୁଖ ଯୋଗ ଦେଇ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣର କୁପ୍ରଭାବ ବିଷୟରେ ଆଲୋକପାତ କରିବା ସହ ସଚେତନ ନତା ସୃଷ୍ଟି କରିଥିଲେ | ଓଡ଼ିଆ ବିଭାଗର ଅଧ୍ୟାପକ ଜଗନ୍ନାଥ ଦ ଦୀପ ସ୍ବାଗତ ଭାଷଣ ଦେଇଥିବାବେଳେ ଓକିଲ ସଂଘର ଉପସଭାପତି ରମେଶ ଚନ୍ଦ୍ର ଲିମା ମଞ୍ଚ ପରି ପରିଚାଳନା କରିଥିଲେ । ଶେଷରେ ଇତିହାସ ବିଭାଗର ଅଧ୍ୟାପକ ଡା ଡଃ ସତ୍ୟବାନ ଗରଡା ଡା ଧନ୍ୟବା ବାଦ୍ ଦେଇଥିଲେ। ଆଇନ ଛାତ୍ର ଛାତ୍ରୀ ଏଲ୍ ଡିମ୍ପାଲ ରାଣୀ, କଲେ କଲେଜ ଛାତ୍ରଛାତ୍ରୀ ସହ ଅନୁଷ୍ଠାନର ଅଧ୍ୟାପକ ସତିଶ୍ ପଟ୍ଟ ପଟ୍ଟନାୟକ, ଅମିୟ ରଞ୍ଜନ ମହାନ୍ତି, ତାମିଲ ପରସେଥ, ଦିପ୍ରୀମୟୀ ବଡରହିତ , ଜ୍ୟୋତିରଞ୍ଜନ ପଟ୍ଟନାୟକ, ସୁନୀତା ଗମାଙ୍ଗ, ଲକ୍ଷ୍ମଣ ଶବର ପ୍ରମୁଖ ସହଯୋଗ କରି ଥିଲେ ।