BusinessDIstrictNationNawarangpurOdisha

ଭାରତୀୟ ମଜୁଦର ସଂଘର ଜିଲ୍ଲା ବୈଠକ

ନବରଙ୍ଗପୁର : 23।6 ନବରଙ୍ଗପୁ ନୀଳକଣ୍ଠ ପୁର ସହର ନିକଟସ୍ଥ କଣ୍ଠଗୁଡା ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟଠାରେ ସଂଘର ଘର ଏକ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲା ସଭାପତି ବାଙ୍କାବିହାରୀ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥୁରେ ମୁଖ୍ୟ ଅତିଥି ଭାବେ ସଂଘ ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାସ, ସମ୍ମାନିତ ଅତିଥି ଭାବେ ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ବର ବିଷୋୟୀ, ଓଡିଶା ଅଙ୍ଗନୱାଡି ଲେ ୱାର୍କର ଆସୋସିଏଶନର ଜିଲା ସଭାନେତ୍ରୀ ଭାଗ୍ୟବତୀ ଷଡ଼ଙ୍ଗୀ, ରାଜ୍ୟ ଆଶା କର୍ମୀ ସଂଘ ଜିଲା ସଭାନେତ୍ରୀ କବିତା ସ୍ବାଇଁ, ମଙ୍ଗଳମ ଟିମ୍ବର କର୍ମଚରୀ ସଂଘ ସମ୍ପାଦକ ସଞ୍ଜୟ କୁମାର ପୋଥାଳ, – ବିଶ୍ୱକର୍ମା ସଂଘ ଜିଲା ସମ୍ପାଦକ ଖଗେଶ୍ବର ବିଷୋୟୀ, କୋଠାବାଡି

ଫେବୃଆରୀ ୭ ଓ ୮ଦୁଇ ଦିନ ଧରି ଆୟୋଜିତ ହେବାକୁ ଥୂବ ଥିବା ରାଷ୍ଟ୍ରୀୟ ଅବେଶନ ଓ ଭାରତୀୟ ରତୀୟ ମଜଦୁର ସଂଘର ୭୦ବର୍ଷ ପୂର୍ତ୍ତୀ ଅବସରରେ କିଭଳି ସାହାଯ୍ୟ ସହଯୋଗ କରାଯିବ ସେ ନେଇ ଆଲୋଚନ ଚନା କରାଯାଇଛି। ଆଗାମ ଦିନରେ ନବରଙ୍ଗପୁର ଜିଲ୍ଲାରେ ଭାରତୀୟ ମଜଦୁର ସଂଘକୁ ବ୍ଳକ, ପଞ୍ଚାଯ ପଞ୍ଚାୟତ ସ୍ତରକୁ ନେଇ କିପରି ସଂଗଠନକୁ ବିସ୍ତାର । ଓ ମଜଭୂତ କରାଯିବ ସେଥ‌ିପାଇଁ ପ୍ରସ୍ତୁତି କରାଯାଇଥିଲା । ବିଭିନ୍ନ ସଂଗଠନରି ସମସ୍ୟାକୁ ବ୍ଲକ, ଜିଲ୍ଲାରେ ଓ ରାଜ୍ୟସ୍ତରରେ ଆଲୋଚନା କରାଯାଇ ତାହାର ସମାଧାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଓଡିଶା ଅଙ୍ଗନୱାଡି ଲେ ୱାର୍କର ଆସୋସିଏଶନ, ରାଜ୍ୟ ଆଶା କର୍ମୀ ସଂଘ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ, ଓଡିଶା ପାଚିକା ସଂଘ, ବିଶ୍ବକର୍ମା ମଜଦୁର ସଂଘ, ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ଓ ଅନ୍ୟାନ୍ୟ କର୍ମଚାରୀ ସଂଘ

ସମ୍ପାଦକ ରାମ ବିଷୋୟୀ, ଅଙ୍ଗନୱାଡି ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ। ଜିଲ୍ଲା ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ଵାସ, କୋଷାଧ୍ୟକ୍ଷା ମମତା ବ୍ରହ୍ମା

ଶେଷରେ ଭାରତୀୟ ମଜଦୁର ସଂଘ ଜିଲା ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୟୀ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button