HealthOdishaPolitics

ପାରଳାଖେମୁଣ୍ଡି ସ୍ଥିତ ମଳ ଉପଚାର କେନ୍ଦ୍ରରେ “ଏକ୍ ପେଡ୍ ମା କେ ନାମ୍” ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୧/୬ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ତରଫରୁ ମଳ ଉପଚାର କେନ୍ଦ୍ର ଠାରେ, କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ “ଏକ୍ ପେଡ୍ ମା କେ ନାମ୍” ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି , ଉକ୍ତ କାର୍ଯ୍ୟକ୍ରମ ରେ ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଲ୍ କେ ମୁର୍ମୁ, ପୌରପରିଷଦ ସମସ୍ତ ସଦସ୍ୟ, ଏବଂ ପୌରପରିଷଦ ର ମଳ ଉପଚାର କେନ୍ଦ୍ର କୁ ପରିଚାଳିତ କରୁଥିବା ସୁରଭୀ କିନ୍ନର ସ୍ଵୟଂ ସହାୟକ ଦଳ ର ସଭାନେତ୍ରୀ ମଧୁ ବରାଡ, ସମ୍ପାଦିକା ଜସ୍ମିନ୍ ଶେଖ୍, ସଦସ୍ୟ ସୁନିତା, ସ୍ବିଟି, ସନ୍ତୋଷ, ଏଲ.ଟି ମମତା ସାହୁ, ରାମଚନ୍ଦ୍ର ପାଲକା ଆଦି ସମସ୍ତେ ଉପସ୍ଥିତ ଥିଲେ।

Goruda Dhwaja Choudhary (Reporter)

Related Articles

Leave a Reply

Your email address will not be published. Required fields are marked *

Back to top button