HealthOdisha

ଶିକ୍ଷକ କାହ୍ନୁ ଚରଣ ବେହେରା ସମ୍ମାନିତ

ବୈପାରିଗୁଡା, ୧୫୬ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟ, ବୈ ପାରି ଗୁଡା ଜୟପୁର କନଫରେନ୍ସ ହଲ୍ ଠାରେ କୋରାପୁଟ ରକ୍ତ ଭଣ୍ଡାର ଅଧୂକାରୀ ଡାକ୍ତର ସୂର୍ଯ୍ୟ ଶେଖର ମିଶ୍ରଙ୍କ ଦ୍ଵାରା ଆ ଆୟୋଜିତ ବିଶ୍ଵ ରକ୍ତଦାତା ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହ ମହାପାତ୍ର, କୋରାପୁଟ ଜିଲ୍ଲା ଚିକିତ୍ସା ଚିକିତ୍ସା ଅଧୂକାରୀ ତଥା ଅଧୀକ୍ଷକ କ୍ଷକ ଡାକ୍ତର ଦିଲ୍ଲୀପ କୁମାର ବିଶ୍ଵାଳ ଯୋଗ ଦେଇ ରା. ଭାଲୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କାହ୍ନୁ ଚରଣ ବେହେ ବହେରାଙ୍କୁ ସମ୍ମାନି ତ କରିଥିଲେ। କାହ୍ନୁ ସାର୍ ପେଶା ଶାରେ ଜଣେ ଆଦର୍ଶ ଶିକ୍ଷକ କିନ୍ତୁ ନିଶା ତାଙ୍କର ସମାଜସେବା କରିବା। ଡାକ୍ତରଖାନରେ ରୋଗୀ ମାନଙ୍କର ରକ୍ତର ଆବଶ୍ୟକ‌ତା ପଡ଼ିଲେ ପଡ଼ିଲେ ଖୋଜା ପଡେ ତାଙ୍କୁ। ସେ ଏ ପର୍ଯ୍ୟନ୍ତ ୧୫ ଥର ରକ୍ତ ଦାନ କରି ବହୁ ଜୀବନ ରକ୍ଷା କରିଛନ୍ତି। ସେ ନିୟମିତ ଭାବରେ ରକ୍ତ ଭଣ୍ଡାରକୁ ନିଜେ ରକ୍ତ ଦାନ କରିଥାନ୍ତି। କୋଭିପ ସମୟରେ ସେ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରାଇବା ସହିତ ରକ୍ତ ସଂଗ୍ରହ ଗାଡ଼ି ଧରି ଜୟପୁର ରକ୍ତ ଭଣ୍ଡାରକୁ ଯୋଗାଉଥିଲେ ରକ୍ତ। ସାର୍‌ଙ୍କ ଏହି ସଫଳତା ପାଇଁ ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button