BusinessNation

ତନେଇରା ଶାଢ଼ି ଉପରେ ୪୦% ରିହାତି

ଅତୁଳନୀୟ ମୂଲ୍ୟରେ ବ୍ୟାପକ ରେଞ୍ଜ୍ ଏଥେନିକ୍‌ ୱେର୍ ପ୍ରଡକ୍ଟ ୨୦୨୪-୨୫ରେ ୩୦% ଅଭିବୃଦ୍ଧି ହାସଲ କରିଛି ବ୍ରାଣ୍ଡ

ଭୁବନେଶ୍ୱର,୧୧୬: ଟାଗ ପ୍ରଡକ୍ଟ ତନେଇରା ୨୦୨୪-୨୫ରେ ୩୦% ଅଭିବୃଦ୍ଧି ହାସଲ କରିଛି । ଏକ ମଜଭୁତ ବିବାହ ସପିଂ ଭାବନା ସହ ଏହା ୨୦୨୫-୨୬ରେ ପାଦ ଥାପିଛି । ଏହା ବାଣ୍ଡ୍‌ର ଅଭିବୃଦ୍ଧି ଧାରାକୁ ଜାରି ରଖିବ ବୋଲି ତନେଇଗା ଆଶାବାଦା ରହିଛି । ଏହି କ୍ରମରେ ବ୍ରାଣ୍ଡ୍ ପକ୍ଷରୁ ଦେଶବ୍ୟାପୀ ପ୍ରଥମ ଧରଣ ସେଲ୍‌ ଘୋଷଣା କରାଯାଉଛି, ଯାହା ମାଧ୍ୟମରେ ଗ୍ରାହକ ଶାଢ଼ି, ରେଡି-ଟୁ-ୱେର ପୋଷାଳ, ଅନ୍-ଷ୍ଟିତ ଦୁର୍ଗା ସେଟ୍ ଏବଂ ଫେଷ୍ଟିର୍‌ ଲେହେଙ୍ଗା ଆଦି ବ୍ୟାପକ ପ୍ରଡକ୍ଟ ରେଞ୍ଜରେ ୪୦% ପର୍ଯ୍ୟନ୍ତ ରିହାରି ପାଇବେ । ଏସବୁ ପୋଷାକ ଶୁଦ୍ଧ ଏବଂ ପ୍ରାକୃତିକ ଫ୍ୟାକ୍ଳିକ୍ସରେ ତିଆରି।

୪୧ ସହରରେ ୮୦ ସ୍କୋର୍‌ର ମଜଭୂତ ନେତ୍ୱର୍କ ସହିତ ତନେଇରା ଏଥେନିକ୍ ୱେର୍‌ ଡେଷ୍ଟିନେଶନ୍ ଭାବେ ଏହାର ସ୍ଥିତିକୁ ଆହୁରି ମଜଭୁତ କରିଛି । ପାର୍ବଣ ଋତ ସହିତ ଏହି ସେଲ ମାଧ୍ୟମରେ ତନେଇରା ଏହାର ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ ଶୁଦ୍ଧ ଏବଂ ଅଥେଣ୍ଟିକ୍ ପ୍ରଡକ୍ଟ ଏକତ୍ର କରିବାର ସୁଯୋଗ ପ୍ରଦାନ କରୁଛି, ଯେଉଁଗୁଡ଼ିକର ଡିଜାଇନ୍ ଅନନ୍ୟ ।

ଏ ପରିପ୍ରେକ୍ଷୀରେ ତନେଇରାର ବିଜନେସ ଆସୋସିଏଟ୍ ମାଣିକ ହଂସ କୁହନ୍ତି, ପ୍ରଥମ ଥର ପାଇଁ ଆମେ ବ୍ୟାପକ ରେଭ୍ ପ୍ରଡକ୍ଟଗୁଡ଼ିକ ଉପରେ ୪୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛୁ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button