
ଉମରକୋଟ ୧୧/୦୬: ନବରଙ୍ଗପୁରର ଚରକ ବନ ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶୁଭେନ୍ଦୁ ପ୍ରସାଦ ବେହେରା, ଡ଼ିଏଫ. 3 ନବରଙ୍ଗପୁର, ଘନଶ୍ୟାମ ବେହେରା ଡିଏଫଓ କେନ୍ଦୁଲିପି, ଧନୁର୍ଜୟ ମହାପାତ୍ର, ଡିଏଫଓ, କୋରାପୁଟ, ଈଶ୍ଵରଚନ୍ଦ୍ର ସାବତ, ଡ଼ି ଆଇପି. ଆରଓ, ନବରଙ୍ଗପୁର ପ୍ରମୁଖ ଅତିଥ ଭାବେ ଉପସ୍ଥିତ ଥିଲେ । ବୃକ୍ଷରୋପଣ ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଉମରକୋଟ ବ୍ଲକର ଉଦୀୟମାନ ପରିବେଶ ଓ ଶିକ୍ଷାବିତ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁଙ୍କୁ ନବରଙ୍ଗପୁର ଡ଼ି.
ଏଫଓ Pଓ ଶୁଭେନ୍ଦୁ ପ୍ରସାଦ ବେହେରା ‘ପ୍ରକୃତି ବନ୍ଧୁ’ ପୁରସ୍କାର ପ୍ରଦାନ କରି ସମ୍ମାନିତ ନିତ କରିଥିଲେ। ତାଙ୍କର ଏହି ସଫଳତା ନିମନ୍ତେ ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଈଶ୍ଵରଚନ୍ଦ୍ର ମାଝୀ ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଛନ୍ତି । ଏଥିସହ ବୁଦ୍ଧିଜୀବୀବୃନ୍ଦ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ସହ ଆନନ୍ଦ ପ୍ରକଟ କରିଛନ୍ତି l