ଦାଦନ ଯାଇ କେର ଶ୍ରମିକ ଅଟକ କରଳରେ ୧୦ ଶ୍ରମିକ
ନନ୍ଦପୁର:୧୦/୬
ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ୧୧ଜଣ ଶ୍ରମିକ କେରଳ ଯାଇଥିଲେ | ସେମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ୧୫ଦିନ ହେବ ଏକ କମ୍ପାନୀ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି I ସେମାନଙ୍କୁ ଉଦ୍ଧାରକରି ଫେରାଇ ଆଣିବାକୁ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖ୍ ନନ୍ଦପୁରର ଭାଜପା ନେତା ତଥା ଜିଲା କୃଷକ ମୋର୍ଚ୍ଚା ସଭାପତି ଭଗବାନ ମୁଦୁଲିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ରାଜ୍ୟ ଶ୍ରମ ବିଭାଗ, କୋରାପୁଟ ଜିଲାପାଳ ଓ ଏସ୍ପିଙ୍କ ନିକଟକୁ ପଠାଇଥିବା ସଭାପତି ମୁଦୁଲି କହିଛନ୍ତି। ଶ୍ରମିକଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଲେ ପରିବାର
ଶ୍ରମିକଙ୍କ ପରିବାର ଭାଜପା ନେତାଙ୍କୁ ଦାବିପତ୍ର ପ୍ରଦାନ କରୁଛନ୍ତି।
ବନମାଳୀପୁଟ ପଞ୍ଚାୟତ ମାଳି କୋଟକାର ବଡ କୋଟକାର ଗ୍ରାମର ଜଗନ୍ନାଥ
୨୨ରୁ କେରଳ ଯାଇ କିସରଗଡ ଜିଲା ବେକାର ଥାନା ଅଞ୍ଚଳରେ ଥିବା ଏନଏଲ
ଗାଁକୁ ନେବାକୁ ସମସ୍ତ ଶ୍ରମିକ ଅନୁରୋଧ କରିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ସଠାରେ ମୃତଦେହ ସତ୍କାର କରିବାକୁ କରିଥିଲେ। ଏ ସମ୍ପର୍କରେ କାହାକୁ ទ କହିବା ଓ କାମ ଛାଡ଼ି କୁଆଡେ ନ ଯିବାକୁ କହି ସମସ୍ତଙ୍କ ମୋବାଇଲ ଛଡ଼ାଇ ରଗ୍ଦେବା ସହ ପାରିଶ୍ରମିକ ଦେଉ ନ ଥିବା ପରିବାର ଲୋକେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝି କେରଳରେ ନିର୍ଯାତନା ପାଉଥିବା ଆମ ସ୍ବାମୀ ଓ ପୁଅଙ୍କୁ ଉଦ୍ଧାର କରିବାକୁ ଶ୍ରମିକଙ୍କ ସ୍ତ୍ରୀ ଓ ମା’ ବାସ ବାସନ୍ତୀ ବଡ଼ନାୟକ, ରାମା ଛେଣ୍ଡିଆ, ବାଲା ଗୋଲରି, ହୀରା ପୂଜାରୀ, ଶୁକ୍ରି ନନ୍ଦିବାଲି, ମଇନା ଭୋଇ, ବୃନ୍ଦା ଭୋଇ, ଦାନବତି ଛେଣ୍ଡିଆ ଣ୍ଡିଆ ପ୍ରମୁଖ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ 6 କୋରାପଟ ଜିଲା ସହକାରୀ ଶମ ଅଧକାରୀ ଅଧିକ
ଦାଦନ ଯାଇ କେରଳରେ ୧୦ ଶ୍ରମିକ ଅଟକ ସହାୟତା ଲୋଡିଲେ ପରିବାର ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାଯ “ତଦନୁ କରାଯାଉଛି”, ଜିଲ୍ଲା ସହକାରୀ ଶ୍ରମ ଅଧୂକାରୀଙ୍କ ସୂଚନା।