ନବରଙ୍ଗପୁର, ୧୦।୬
ନବରଙ୍ଗପୁର ମଣ୍ଡେଇ ପଡ଼ି ଘଡ଼ିଆରେ ଜିଲାସ୍ତରୀୟ 1 ବିକାଶ ମେଳା ୧୨ରେ ଆରମ୍ଭ ଅ ହେବ । ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। এই ମେଳାରେ ୬୧ ଷ୍ଟଲ୍, ୨୫ ଖାଦ୍ୟ ଷ୍ଟଲ୍ ଓ ୩୧ ବିଭିନ୍ନ ବିଭାଗର ବିକାଶମୂଳକ ପ୍ରଦର୍ଶନୀ ଷ୍ଟଲ୍ ରହିବ। ଭାଜପା ସରକାର ଗଠନର ୧ ବର୍ଷ ঘূর্ণ ଅବସରରେ ୧୦ ରଥ ବିଭିନ୍ନ ଜନ ହିତକର ଯୋଜନା ପାଜନା ପ୍ରସାର ରଥ ପ୍ରସାର ସାର କରିବ। ଜିଲାର ୧୦ ବ୍ଲକ୍ର ୧୭୮ ପଞ୍ଚାୟତ ଞ୍ଚାୟତରେ ଏହି ପ୍ରଚାର ରଥ ବୁଲିବ ବୋଲି ମଙ୍ଗଳବାର ସ୍ଥାନୀୟ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ବିକାଶ ନୋଡାଲ
୧୨ରୁ ୧୮ ପର୍ଯ୍ୟନ୍ତ ଜିଲାସ୍ତରୀୟ ବିକାଶ ଖେଳା
ଅଧିକାରୀ ବିରଞ୍ଚୁ ନାରାୟଣ ଦରୱାନ ସୂଚନା ଦେଇଛନ୍ତି। ଜିଲାସ୍ତରୀୟ ବିକାଶ ମେଳା ପୂର୍ବାହ୍ନ ୧୦ଟା ୩୦ରେ ଆରମ୍ଭହେବ ହବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ କରାଯିବ। ୩ ହଜାର ୫ ଶହ ଟଙ୍କା ଭତ୍ତା ପାଇବାକୁ ଯୋଗ୍ୟ ହିତାଧୂକାରୀଙ୍କୁ ଭତ୍ତା, ବସୁନ୍ଧରା, ଜଙ୍ଗଲ ଜମି ସ୍ବତ୍ୟକାର ଯୋ ଯାଜନାରେ ହିତାକାରୀଙ୍କୁ ପଟ୍ଟା ପ୍ରଦାନ କରାଯିବ। ସେହିଭଳି ଚାଷୀଙ୍କୁ ମୃରିକା କାର୍ଡ, ବିହନ ସହାୟତା, ମୁଖ୍ୟମନ୍ତ୍ରୀ ମକା ମିଶ୍ର ମିଶନ ସହାୟତା, ୧୫୬୦ ଜ ଜଣ ହିତାଧିକାରୀଙ୍କୁ ଗ୍ରାମୀଣ ଆବାସ କାର୍ଯ୍ୟାଦେଶ ଦିଆଯିବ।
ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଜନସାଧାରଣ କରାଯିବ। ସଂକଳ୍ପ ରଥକୁ ଅକୁ ଲୋକ ପ୍ରତିନିଧ୍ବଙ୍କ ସମେତ ଅଧିକାଂ ସ୍ବାଗତ କରିବେ ରିବେ ବୋଲି ସୂଚନା ମିଳିଛି । ଏହି ଅବସରରେ ବ୍ଲକ୍ ସ୍ତରରେ ମଙ୍ଗଳବାର ସୁଭଦ୍ରା ଶକ୍ତି ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହୋଇଯାଇଛି ବୋଲି ଜିଲା ପରିଷଦ ମୁଖ୍ୟ ଉନ୍ନୟ ଉନ୍ନୟନ ଅଧ ଅକାରୀ ଦରୱାନ କହିଛନ୍ତି । ଜିଲାସ୍ତରୀୟ ବିକାଶ ମେଳାରେ ବିଭିନ୍ନ ଏସ୍ଏଚ୍ଜି, ସୁଭଦ୍ରା ଯୋଜନାରେ ଲାଭପାଇଥିବା ମହିଳା, ସବ୍ସିଡି ମାଧ୍ୟମରେ କୃଷିର ଉନ୍ନତି କରିଥିବା ଚାଷୀ, ଉଦ୍ୟୋଗୀ, ଗୋପାଳନ ଓ ଛେଳି ପାଳନ ଭଳି ବିଭିନ୍ନ ଫଳଚାଷୀ ଓ ଉଦେ ଦ୍ୟୋଗୀଙ୍କୁ ସମ୍ବନ୍ଧିତ କରାଯିବ। ମହିଳା, ଯୁବ, ଆଦିବାସୀ 3 କୃଷକ ସମାବେଶ ଅନୁଷ୍ଠିତ ହେବ। ଏନେଇ ଖଣିମନ୍ତ୍ରୀ ତଥା ଥା ନବରଙ୍ଗପୁର ଜିଲା ପ୍ରଭାରୀ ବିଭୂତି ଭୂଷଣ ଜେନା ୮ ତାରିଖରେ ସମୀକ୍ଷ คณ କରିସାରିଛନ୍ତି I এই ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆ(ସାଧାରଣ), ଅତିରିକ୍ତ ଜିଲାପାଳ ବିଶ୍ୱଜିତ ବର୍ମନ (ରାଜସ୍ବ) ଓ ପିଏଆଇଟିଡିଏ ରାଜୀବ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ବିକାଶ ମେଳା ଖବରଦାତା ସମ୍ମିଳନୀରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଓ ଅନ୍ୟମାନେ।