
କୋଷାଗୁମୁଡା,୪/୬ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକର ପଣ୍ଡୁଗୁ ଣ୍ଡୁଗୁଡା ପଞ୍ଚା ପଞ୍ଚାୟତ ପରିସରରେ ଏକ ନୂତନ ପଞ୍ଚାଯତ କେ କୋଠା ନିର୍ମାଣ ଚାଲିଛି ଓ କାର୍ଯ୍ୟଟି ପାଇଁ ପଞ୍ଚାଯତ ଫଣ୍ଡରୁ ଚାରି ଲକ୍ଷ ଷାଠିଏ ହଜାର ର ମଞ୍ଜୁର ମଧ୍ୟ ହୋଇଛି। ହେଲେ କାର୍ଯ୍ୟରେ ମହା ସ୍ଥାନୀଯଲୋକ ଆଣିଛନ୍ତି। ହା ଦୁର୍ନୀତି ଚାଲିଥିବା ଲୋକ ଅଭିଯୋଗ ଯାହାକୁ ନେଇ ମେ’ରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପରେ ବ୍ଲକ୍ ପ୍ରଶ୍ନ ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ପଣ୍ଡୁଗୁଡ଼ା ସରପଞ୍ଚ ତପ୍ରତାର ସହ ପଞ୍ଚାଯତ କାର୍ଯ୍ୟାଳୟରେ ପକାଇଥିବା ମାଟିକୁ କାଢ଼ି ବାଲି ଫିଲିଙ୍ଗ କରିଥିବା ଦେଖୁବାକୁ ମିଳିଛି। ପଣ୍ଡୁଗୁଡା ଡା ଗାଁର ଅଭିଯୋଗକାରୀମାନଙ୍କ କହିବା ପ୍ରକାରେ ପ୍ରକାରେ ମୁରୁମ ମାର୍ଚ କାର୍ଯ୍ୟରେ ବାଲି ବଦଳରେ ମୁରୁମ ଓ ମାଟି ଦିଆଯାଇଛି | ଯାହାକି କେବେ ବି ଦିଆଯିବା କଥା ନୁହେଁ | ଯଦି ଏମିତି ନିମ୍ନମାନର କାମ ହୁଏ, ତେବେ କୋଠା ବର୍ଷଟେ ମଧ୍ୟ ଟିକିବନି । ତେଣୁ କନିଷ୍ଠ ଯନ୍ତ୍ରୀ ଠିକ୍ ଭାବେ ତଦାରଖ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଥିଲେ। ଏ ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ପୂର୍ବେ ମୌଖ୍ୟକ ସେ କହିଥିଲେ କି ଆଗ ମାଟି ଆଉ ମୋରମ ଦିଆଯିବ ଓ ତାପରେ ଯାଇ ତା ଉପରେ ବାଲି ପଡ଼ିବ ବୋଲି କନିଷ୍ଠ ଯନ୍ତ୍ରୀ କହିଛନ୍ତି ବୋଲି କହିଥିଲେ। ଏହାକୁ ଏହାକୁ ନେଇ ଖବର ପ୍ରକାଶ ପରେ ବ୍ଲକ୍ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀଙ୍କ ନିର୍ଦ୍ଦେଶ କାରେମୁରୁମ ମାଟି କାଢ଼ି ବାଲି ପକାଯାଇଛି। ବାଲି ପଡ଼ିବାର ଦେଖ୍ ସ୍ଥାନୀୟ ଗାଁ ଲୋକ “ସକାଳ”ଏବଂ ବିଡ଼ିଓ ଶ୍ରୀ ତ୍ରିପାଠୀଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି।
Govinda tripathy 84805 56478 district president