କୋଷା ଗୁମୁଡା , ୩।୬ : କୋଷାଗୁମୁଡା ବ୍ଲକର ୫ ଗୋଟି ବିହନ ବିକ୍ରୟ କେନ୍ଦ୍ର ଗୁଡ଼ିକକୁ ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଲୋପାମୁଦ୍ରା ସାହୁ ଓ ଇଲଦୁଆଲି ବେହେରା ମଙ୍ଗଳବାର ଦିନ ଯାଞ୍ଚ କରିଛନ୍ତି। କୋଷାଗୁମୁଡା, ସନ୍ତୋଷପୁର, ପଦର ଗାଁ ଗୁଡ଼ିକରେ ଥିବା ବିହନ କେନ୍ଦ୍ର ଯାଞ୍ଚ ହୋଇଥିଲା । ଯାଞ୍ଚ ସମୟରେ ଯଦି କୌଣସି ବେପାରୀ ନିୟମ ଖୋଲାପି କରେ ବିହନ ବିକ୍ରୟ କେନ୍ଦ୍ରକୁ ସିଲ କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ବ୍ଲକ୍ କୃଷି ଅଧୂକାରୀ ଲୋପାମୁଦ୍ରା ସାହୁ କହିଛନ୍ତି। ଏହି ଯାଞ୍ଚ ଆଗକୁ ଆହୁରି ବଡ଼ଧରଣର ହେବ ବୋଲି ଜଣାପଡିଛି।
Govinda tripathy 84805 56478 district president nabarangpur