EducationOdisha

ଆଦର୍ଶ ଶିକ୍ଷକ କୃଷ୍ଣଚନ୍ଦ୍ର ରଥଙ୍କ ପରଲୋକ

ତେନ୍ତୁଳିଖୁଣ୍ଟି, ୩/୬ : ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟଦପ୍ତର ଖାତୀଗୁଡ଼ା ଗ୍ରାମର ଆଦର୍ଶ ଶିକ୍ଷକ କୃଷ୍ଣଚନ୍ଦ୍ର ରଥଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ଗୌଡ଼ ଦେଓପାଲି ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ରଥ ଜଣେ ଆଦର୍ଶ ଶିକ୍ଷକ କ୍ଷକ ଭାବେ ପରିଚିତ। ସେ ବିଭିନ୍ନ ପୂଜା ପର୍ବ ତଥା ତଥା କର୍ମକାଣ୍ କାଣ୍ଡ ରେ ବେଶ୍ ଦକ୍ଷତା ଅର୍ଜନ କରିଥିଲେ ଆଜି ଏକ ଶୋକାକୁଳ ଇନ୍ଦ୍ରାବତୀ ପରିବେଶରେ ରେ ସ୍ଥାନୀୟ ତୀ ନଦୀ ଶ୍ମଶାନ ଘ ଘାଟରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ତାଙ୍କ ଅକାଳ ବିୟୋଗରେ ସମାଜସେବୀ ନାରାଯଣ ପାତ୍ର, ଶିକ୍ଷାବିତ୍ ନାରାୟଣ ପଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଦୀପ୍ତ ଦାସ, ମୋହନ ମଧୁସୂଦନ ବାଘ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ସହକର୍ମୀ ଗଭୀର ଶୋକ ବ୍ୟକ୍ତ କରି ଶୋକ ସନ୍ତପ୍ତ ପରିବାର ର୍ଗଙ୍କୁ ସମବେଦନା ସମବେଦନା ଜଣାଇବେ |

Govinda tripathy 84805 56478 district president nabarangpur

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button