District

ସୁନାବେଡ଼ା ସିଡିପିଓ ପୁରସ୍କୃତ

ସୁନାବେଡ଼ା ସିଡିପିଓ ପୁରସ୍କୃତ
କୋରାପୁଟ ଜିଲା ଜୟପୁର ଦଶହରା ପଡ଼ିଆରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁନାବେଡ଼ା ଆଇସିଡିଏସ୍ ସିଡିପିଓ ନଳିନୀ ବେହେରାଙ୍କୁ ଜିଲାର ଉତ୍ତମ ସିଡିପିଓ ପୁରସ୍କାରରେ ପୁରସ୍କୃତ କରାଯାଇଛି।
ପୋଷଣ ଟ୍ରାକର୍, ଓଜନ, ଥର, ସିବିଇ ରିପୋର୍ଟ, ରେଜିଷ୍ଟାର ଓ ପ୍ରତି ବିଭାଗ ସହ ସାମନ୍ବୟ ରଖ୍ ସେବାଗୁଡିକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦକ୍ଷତାକୁ ନେଇ ତାଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶା ସରକାର ରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସିଡିପିଓ ବେହେରାଙ୍କୁ ଟ୍ରଫି ସହ ସା ସାର୍ଟିଫିକେଟ ଦେଇ ସମ୍ମାନିତ କରିଥିଲେ। ଏଥିସହ ଅଙ୍ଗନୱାଡି କର୍ମୀମାନେ ଜିଲାସ୍ତରୀୟ ଖୋଖୋ, କବାଡି ଓ ରଙ୍ଗୋଲି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲାରେ ଚାମ୍ପିୟନ ହୋଇଛନ୍ତି

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button