District

ଲମତ।ପୁଟ ମ।ଳି ସ।ହି ଠ।ରେ ଅଷ୍ଟ ପ୍ରହରୀ ନମଯଂଜ୍ଞ। ଅନୁଷ୍ଠିତ

ଲମତାପୁଟ ମାଳି ସାହି ଠାରେ ଅଷ୍ଟ ପ୍ରହରୀ ନମଯଂଜ୍ଞ ଅନୁଷ୍ଠିତ

ଲମତାପୁଟ 1/2/2026 (ସୁଦର୍ଶନ ରଣା ) ଲମତାପୁଟ ମାଳିସାହି ରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ୍ୟ ଅଷ୍ଟପ୍ରହରୀ ନମଯଂଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି! କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ଓ ସହକର୍ମୀ ମାନେ ଯୋଗ ଦେଇଥିବାବେଳେ ଲମତାପୁଟ କଣାଗାଁ ଜଳହଞ୍ଜର ପତ୍ୱଣ୍ଡା ଚିଲିବା ଅଂଚଳ ର ସଂକୀର୍ତନ ମଣ୍ଡଳୀ ଯୋଗଦାନ କାରି ନାମ ସଂକୀର୍ତନ କରିଥିଲେ! ହରେକୃଷ୍ଣ ହରନାମା ଶବ୍ଦ ସହ ହୁଳହୁଳି ରେ ପାଇବେଶ ଭକ୍ତି ଭାବ ରେ କମ୍ପି ଉଠିଥିଲା! ଶେଷ ରେ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button