କୋଟିଆ ରେ ଆନ୍ଧ୍ର ର ଅନୁପ୍ରବେଶ
କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ
କୋଟିଆବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ବାରା ପ୍ରଲୋଭିତ କରୁଛନ୍ତି

ଜୟପୁର, ୩୧/୧
କୋଟିଆ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଅନୁପ୍ରବେଶ କରି ବିଭିନ୍ନ ଲୋଭନୀୟ scheme ଦେଇ ନିଜ ଆଡକୁ ଆକୃଷ୍ଟ କରୁଛି ଆନ୍ଧ୍ର କୋଟିଆ ଓଡ଼ିଶାର ଓଡ଼ିଶାରେ ହିଁ ରହିବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ରେ ରହିଥିବା ଗ୍ରାମକୁ ନିଜର କରିବା ପାଇଁ ଆନ୍ଧ୍ର ପ୍ରାଣପ୍ରଣେ ଚେଷ୍ଟା ଜାରି ରଖୁଛି! କୋଟିଆ ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଆନ୍ଧ୍ର ର ଅଧିକାରୀ ମାନେ ଅନୁପ୍ରବେଶ କରି କୋଟିଆ ବାସୀଙ୍କୁ ବିଭିନ୍ନ ଶ୍ଚିମ ଦେଇ ପ୍ରଲୋଭିତ କରୁଛି କୋଟିଆ ପଞ୍ଚାୟତ ର ଉପର ସେପ୍ସି ରେ ଆନ୍ଧ୍ର ଅଧିକାରୀ ମାନେ ଅନୁପ୍ରବେଶ କରି ବିଭିନ୍ନ scheme ର ଲୋଭ ଦେଖାଇବା ସହିତ ରାସନ କାର୍ଡ ର ସର୍ଭେ କରୁଥିବା ସମୟରେ କୋଟିଆ ପୋଲିସ ସମେତ ପଟ୍ଟାଙ୍ଗି ବ୍ଲକ ଅଧିକାରୀ ମାନେ ସେଠାରେ ପଟ୍ଟ ଆନ୍ଧ୍ର ଅଧିକାରୀ ମାନଙ୍କୁ ଚାଲିଯିବା ପାଇଁ ତାଗିଦ କରିଥିଲେ
। ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ତାଗିଦକୁ ଦେଖୁ ଆନ୍ଧ୍ର ଅଧିକାରୀ ମାନେ କୋଟିଆ ପୋଲିସ ଆଉ ବ୍ଳକ ଅଧିକାରୀ ମାନଙ୍କ ସହିତ ଯୁକ୍ତିଯୁକ୍ତ କରିଥିଲେ। ଶେଷରେ ଆନ୍ଧ୍ର ଅଧିକାରୀ ସେଠାରୁ ପଳାଇ ଯାଉଥଲେ । କୋଟିଆ ଓଡ଼ିଶାର ଅଙ୍ଗ କୋଟିଆ ଗତକାଲି ଓଡ଼ିଶାର ଅଙ୍ଗଥୁଳା ଆଜି
ବି ଅଛି ଆସନ୍ତା କାଲି ବି ରହିବ ଯେଉଁ ସବୁ ସମସ୍ୟା ରହିଛି ଗୋଟେ ଦିନରେ ସମସ୍ୟା ସମାଧାନ ହେବ ନାହିଁ ଆଗାମୀ ଦିନରେ କୋଟିଆ ବାସୀ ପାଈଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ବୋଲି କୋରାପୁଟ ଗସ୍ତରେ ଆସିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି।
କୋଟିଆ ରେ ଆନ୍ଧ୍ର ଅଧିକାରୀ ମାନେ ଅନୁ ପ୍ରବେଶ କରୁଛନ୍ତି । ଏଥି ପ୍ରତି ଜିଲ୍ଲା ଓ ବ୍ଳକ ପ୍ରଶାସନ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ତରଫରୁ ଆସୁଥିବା ଉନ୍ନତି ମୂଳକ ଯୋଜନା ଯେପରି ତୃଣମୂଳ ସ୍ତରରେ ପହଞ୍ଚି ପାରିବ ସେ ନେଇ ଧ୍ୟାନ ଦେବାର
ଆବଶ୍ୟକତା ରହିଛି ବୋଲି କୋରାପୁଟ ବାସିନ୍ଦା କହିଛନ୍ତି । ଓଡିଶା ଓ ଆନ୍ଧ୍ର ରେ ବିଜେପି ସରକାର ରହିଛି। କେନ୍ଦ୍ର ଦୁଇ ରାଜ୍ୟର ଅକାରୀ ମାନଙ୍କୁ ବସାଇ ସମସ୍ୟାର ସମାଧାନ କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ କହିଛନ୍ତି । କୋଟିଆରେ ଅନେକ ଜନ୍ନତି ମୂଳକ କାର୍ଯ୍ୟକ୍ରମ ଜାରି ରହିଛି! କୋଟିଆ ପାଇଁ ଜଣେ ଅଧିକାରୀ ନିୟୋଜିତ ହୋଇଛନ୍ତି କୋଟିଆ ରେ ଆଉ ୩ ଟି ଆଉଟ ପୋଷ୍ଟ ସ୍ଥାପନ କରାଯିବ କୋଟିଆ ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ସବୁ ବେଳେ ତତ୍ପର ରହିଛି ବୋଲି କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ
ରାଜ୍ୟରେ ଏବେ ବିଜେପି ସରକାର ରହିଛି | ଏ ହେଉଛି ପ୍ରକୃତ ସମୟ କୋଟିଆ ସମସ୍ୟାର ସମାଧାନ ଏଥ୍ ପ୍ରତି ଦୁଇ ରାଜ୍ୟ ଓ କେନ୍ଦ୍ର ଏକାଠି ବସି ସମାଧାନ କରିବା ପାଇଁ କୋରାପୁଟ ବାସିନ୍ଦା ଦାବି କରିଛନ୍ତି!



