District

ବିପୁଳ ପରିମାଣରେ ମଦ ଜବତ

ବିପୁଳ ପରିମାଣର ମଦ ଜବତ

ଉମରକୋଟ,୧୫/୧୨: ବହୁଳ ପରିମାଣରେ ମଦ ଜବତ କରିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ । ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ଥାନା ଅଧିକାରୀ ରମାକାନ୍ତ ସାଇଙ୍କ ତତ୍ତ୍ଵାବଧାନରେ ଏସ ଆଇ ଅକ୍ଷୟ ମିଶ୍ର ଓ ପୋଲିସ ଫୋର୍ସଙ୍କ ମିଳିତ ଚଢ଼ାଓ ରେ ଉମରକୋଟ ବ୍ଲକ ଅଧୀନରେ ଥିବା ବଡ଼ କୁମାରୀ (ୟୁ ଭି ୧)ଗ୍ରାମର ଅଜୟ ମିସ୍ତ୍ରୀ ଙ୍କ ଦୋକାନରେ ଚଢ଼ାଉ କରି ପ୍ରାୟ ତିରିଶ ହଜାର ଟଙ୍କାର ଠିପି ବନ୍ଦ ମଦ ଜବତ କରିଛନ୍ତି । ଅଜୟ ମିସ୍ତ୍ରୀକୁ ପୋଲିସ ଅଟକ ରଖୁଥ‌ିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରମାକାନ୍ତ ସାଇ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button