District

ପଶ୍ଚିମବଙ୍ଗ ଏସ ଇଆର ଓ ଭୋଟର ତ।ଲିକ।ରୁ ହଟିଲ।୫୮ ଲକ୍ଷ ନ।ମ

ପଶ୍ଚିମବଙ୍ଗ ଏସ୍‌ଇଆର୍ ଓ

ଭୋଟର ତାଲିକାରୁ ହଟିଲା ୫୮ ଲକ୍ଷ ନାମ

ମମତାଙ୍କ ଆସନରୁ ୪୪ ହଜାର ନାମ କଟିଲା ୦ ଚିଠା ଭୋଟର ତାଲିକା ୧୬ରେ ଜାରି ହେବ

କୋଲକାତ,୧୩/୧୨(ଏଜେନ୍ସି): ପଶ୍ଚିମବଙ୍ଗରେ ଭୋଟର ତାଲିକା ତତ୍ତ୍ଵ ବ୍ୟାପକ ସଂଶୋଧନ (ଏସ୍ଵାଇଆର)ର ପ୍ରଥମ ପର୍ଯ୍ୟାୟ ପରେ ନିର୍ବାଚନ କମିଶନ (ଇସି) ନିର୍ବାଚନ କ୍ଷେତ୍ରଦ୍ୱାରୀ ତଥ୍ୟ ଜାରି କରିଛନ୍ତି । ଏହା ଅନୁସାରେ, ରାଜ୍ୟର ଲୋଟର ତାଲିକାରୁ ୫୮ ଲକ୍ଷରୁ ଅଧିକ ନାମ ବଟଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଚନାପୁର ଆସନରୁ ୪୪,୭୮୭ଲୋଟରଙ୍କ ନାମ କରିଛି । ଏଠାରେ ନଳିତବର୍ଷ ଜାନୁଆରୀରେ ୧,୬୯,୫୦୯ ମରଦାତା ଥିଲେ।

ସେହି ଭଳି ବିଜେପି ନେତା ତୁ ରେଡୁ ଅଧିକାରୀଙ୍କ ନନ୍ଦିଗ୍ରାମ ଆସନରୁ ୧୦,୫୯୯ ନାମ ଭୋଟର ତାଲିକାରୁ ହଟାଯାଇଛି। ଏଠାରେ

ଏସ୍ଇଆର ପୂର୍ବରୁ ୬,୭୮,୨୧୨ ଲୋଡର ଥିଲେ । କିନ୍ତୁୟାରୀ ତଥ୍ୟରେ ଦକ୍ଷିଣ ୨୪ ପ୍ରଗଣା ସବା ଉପରେ ରହିଛି। ଏଠାରେ ୮ ଲକ୍ଷ ୧ନ୍ଧ ଜଳରରୁ ଅଧିକ ଲେଟରଙ୍କ ନାମ ଜଟିଛି। ଏହି ଅଞ୍ଚଳ ନିଏମ୍‌ସି ସାଂସହ ଅଭିଷେକ ଦାନାର୍ଜୀଙ୍କ ଗଡ଼ ବିବେଚନା କରାଯାଏ I ସେ ଡାଏମଣ୍ଡ ହର୍ଟର ଆସନରୁ ଗତ ଲୋକସଭା ନିର୍ବାଚନରେ ୭ କକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ବିଜେପି ମୁଖପାତ୍ର ଅମିତ ମାଲବୀୟ କହିଛନ୍ତି,

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ୧୧ରେ ପ୍ରଥମ ପର୍ଯ୍ୟସର ଶେଷ ଦିନରେ ନିଜ ଏଆଇଆର୍ ଫର୍ମ ପୁରଣ କରିଥିଲେ । ମାଇବାୟ ସେସିଆଲ ମିଳିଅ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ମମତା କିଛି ଘ ପୂର୍ବରୁ ଗୋଟିଏ ଲାଲିରେ ମିଛ ଦଳି କରିଥିଲେ କି ସେ ଫର୍ମ ଦଖଲ କରିନାହାନ୍ତି କିମ୍ବା କରିବେ ନାହିଁ କିନ୍ତୁ ସେ ପ୍ରକୃତରେ ଫର୍ମ ଦେଇସାରିଛନ୍ତି। ମମତା ପୁନର୍ବାର ଲୋକଙ୍କୁ ଭୂଆଁ ଜୁଲାଇ ନିଜ ପ୍ରବୃତ୍ତିର ପରିଚୟ ଦେଇଛନ୍ତି। ବେଙ୍ଗଳର ବୈଧ

ମତବାରା ରଖିବା ପାଇଁ ସେ ଫର୍ମ ପୂରଣ କରିଥିଲେ । ନିର୍ବାଚନ କମିଶନଙ୍କ ତଥ୍ୟ ମୁତାବକ, ପଶ୍ଚିମବଙ୍ଗର ୨୯୪ ବିଧାନସଭା ଅଞ୍ଚଳରେ ସର୍ବଧିକ ନାମ କୋଲଜାତାର ଚୌରଙ୍ଗୀ ଏବଂ କୋଲକାତା ପୋର୍ଟ ଭଳି ଅଞ୍ଚଳରେ କଟିଛି। ଚୌରଙ୍ଗୀ ବିଧାନସଭା କ୍ଷେତ୍ରରେ ୭୪,୫୫97 ନାମ ହଟାଯାଉଛି । ଏଠାରେ ତୃଣମୂଳ କଂଗ୍ରେସ ବିଧାୟକ ନୟନ ବନ୍ଦୋପାଧ୍ୟାସ ଜିତିଥିଲେ । ଗୋଲକଡ଼ା ପୋର୍ଟରୁ ମୋଟ ୬୩,୭୩୪ ନାମ ହବିଛି । ଏହାର ପ୍ରତିନିଧିକୁ ବରିଷ୍ଠ ମନ୍ତ୍ରୀ ଫରକାଦ ଜଳିମ କରୁଛନ୍ତି । ସେହିଭଳି ମନ୍ତ୍ରୀ ଅରୂପ ବିଶ୍ୱସଙ୍କ ଗଳାଗରେ ୩୫,୩୭୯ ନାମ କଟିଛି। ସବୁଠୁ କମ୍ ନାମ ବାଙ୍କୁଡା ଜିଲ୍ଲାର କୋଡୁଲପୁରରେ ହଟଯାଇଛି। ଏଠାରେ ୫,୬୭୮ ନମ ହଟିଥିବା ଜଣାପଡ଼ିଛି । ଇସିଙ୍ଗ ମୁଳାବନ, ଲୋଟରଙ୍କ ମୃତ୍ୟୁ, ଅନ୍ୟ ସ୍ଥାନକୁ ସ୍ଥାୟୀ ସ୍ଥାନାନ୍ତରଣ ହେବା ଏବଂ ବେଆଇନ ଭାବେ ଏଣ୍ଟ୍ରି ଆଦିକୁ ଦୃଷ୍ଟିରେ ରଖାଯାଇ ନାମ ହଟାଯାଇଛି। ଅଧିକାରୀଙ୍କ ଅନୁସାରେ, ବିଜେପିର ପ୍ରମୁଖ ବିଧାୟକଙ୍କ ଅଞ୍ଚଳ ମଧ୍ୟରେ ନବିଗ୍ରାମରୁ ସର୍ବାଧିକ ନାମ କଟିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button