District

ମଣ୍ଡେଇ ମହୋତ୍ସବ ୨୦୨୫ ପ।ଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ମଣ୍ଡେଇ ମହୋତ୍ସବ–୨୦୨୫ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର, ୧୯/୧୦: ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲାପଳ ଡ଼ ମଳେଶ୍ୱର ସ୍ମାଇଁ ଙ୍କ ଅ489ରେ ମଣ୍ଡେଲ ମହୋଇବ – ୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକ ରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌକା ଶଙ୍କର ମାଝୀ, ଆଉ ଅଧ୍ଵଳ ମାତଳର ସନ୍ଦୀପ ସମ୍ପଦ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାଇ ଖୁଣ୍ଟିଆ, ଅତିନିକ୍ତ ଜିଲ୍ଲାପାଳ ( ରାଜସ୍ୱ) ତିର୍କିତ ବର୍ମାନ୍, ନବରଙ୍ଗପୁର ପୌରପାଳିକା ଅଧ୍ଯକ୍ଷ କୁନ୍ଥ ନାୟକ, ସମଜକୋଟ ପୌରପାଳିକା ଅଧ୍ୟକ୍ଷ ରାଧା ଉତରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ପାଖିଆ ହରିଜନ ଏଜେଣ୍ଡା ପାଠ କରିଥିଲେ। ନବରଙ୍ଗପୁର ଜିଲ୍ଲା ର ମହାନ ଏ ତିଜ, ସଂସ୍କୃତି ଓ ପରମ୍ପରା ର ପ୍ରତୀକ ମଣେଇ ମହୋଗଡ ଜିଲ୍ଲାର ଲୁęଯିତ ପ୍ରତିଭା କୂ ଲୋକ ଲୋଚନ କୁ ଆଣିବା ଓ ସାଂସ୍କୃତିକ ବୈଭବର ଆଦାନ ପ୍ରଦାନ ପାଇଁ ଏକ ବଳିଷ୍ଠ ଅବଦାନ ରହିଛି । ବୈଠକରେ ବିଶେଷ ଆଲୋଚନା ପୂର୍ବକ ଚଳିତ ବର୍ଷ ମଣ୍ଡେଇ ମହୋଷବ ଆସନ୍ତା ନଭେମ୍ବର ୨୫ ତାରିଖରେ ସମଜକୋଟ ବ୍ଲକ ଅନ୍ତର୍ଗତ ପୋଡ଼ା ଗଜ ଠାରେ ଶୁଭାଗମ ହେବ । ମୁଖ୍ୟ ଜିଲ୍ଲା ସ୍ତରୀୟ ମଣ୍ଡେଇ ମହୋତ୍ସବ ଆସନ୍ତା

ମଞ୍ଚ ପ୍ରସ୍ତୁତି କମିଟି,ଅତିଅ ନିମନ୍ତ୍ରଣ, ଡିସେମ୍ବର ୧୨ ତାରିଖ ରୂ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ନୂତନ ମଣ୍ଡେଜ ପଡିଆ ରେ ଅନୁଷ୍ଠିତ ହେବା ଶୁଭାରମ ୧୬ ତାରିଖ ଦିନ ମା ଭଣ୍ଡାରଘରଣୀ ଙ୍କ ପୂଜାର୍ଜନା ପରେ ସାଂସ୍କୃତିକ ଶୋଭାଯାତ୍ରା ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଯିତ । ବୈଠକ ରେ ଭୂମି ପୂଜନ ସାଂସ୍କୃତିକ ଦଳ ଚମନ, ଟ୍ରାଫିକ ନିୟନ୍ତ୍ରଣ, ଶାଗି ଶୃଙ୍ଖଳା,ଦେଶିଆ ନାଟକ ଆଯୋଜନ, ଅଭ୍ୟର୍ଥନା କମିଟି,ପ୍ରଚାର ପ୍ରସାର,ଅର୍ଥ କମିଟି, ପରୀ ଶ୍ରୀ ମେଳା ଓଲ, ଖାଦ୍ୟ ଷ୍କଲ, ବିଭାଗୀୟ କ, ସଂସ୍ଥାପନ କମିଟି, ମଞ୍ଚ କମିଟି, ସ୍ମରଣିକା, କବିତା ପାଠଉତ୍ସବ, ମଣ୍ଡେଇ ପଡିଆ ସ୍ୱେଚ୍ଛାସେବୀ କମିଟି,ମଞ୍ଚ ନାଟକ କମିତି, ପରିବହନ କମିତି, ମଣ୍ଡେଇ ପରିଚୟ ପାତ୍ର ଏବଂ ପାସ୍‌, ପୁରସ୍କାର କମିଟି,ପ୍ରତିଯୋଗିତା କମିଟି,କଳ ଓ ପରିମଳ, ବିଦ୍ୟୁତ, ପାର୍ଟି ଉପରେ ବିଶେଷ ଆଲୋଚନା ହୋଇଥିଲା । ଆଲୋଚନା କ୍ରମେ ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଲେଜର ସୋ, ରେକର୍ଡ ତାନ୍ତି ବ୍ୟବସ୍ଥା ବନ୍ଦ କରାଗଲା । ଓଇ ମାସ ତରଫରୁ ମଶେଇ

ପଡ଼ିଆରେ ୩୭୦ ଟି ଷ୍ଟଲ ନିର୍ମାଣ କରାଯିବ ଏହାକୁ ୧୦୦ ଟି ବ୍ୟବସାୟିକ ଷ୍ଟବ୍ଦ, ୧୧୦ ଟି ବିଭାଗୀଯ ଏକ,୨୫ ଟି ଖାଦ୍ୟ କ, ୧୨୦ଟି ଏସ ଏଚ କି ଷ୍ଟଲ ଓ ୧୫ଟି ଅନ୍ୟାନ୍ୟ ଷ୍ଟଲ ରହିବ ।ବୈଠକରେ ଅର୍ଜୁନ ତ୍ରିପାଠୀ, ମୁନା ତ୍ରିପାଠୀ, କାହ୍ନୁ ଦାସ ତଥା ସହର ର ବୁଦ୍ଧିଳାବା ପ୍ରମୁଖ ଗତ ମଣ୍ଡଳ ମହୋଇବ ଓ ବିଭିନ୍ନ ଅସୁବିଧା ଓ ଏହାର ସଫଳ ରୂପାୟନ ପାଇଁ ବିଭିନ୍ନ ମତାମତ ଦେଇଥିଲେ । ଜିଲ୍ଲାପାଳ ମଣ୍ଡେଇ ମହୋସବ ର ଶକ୍ତି ଶୃଙ୍ଖଳା ସହ ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରସ୍ତୁତି ବୈଠକରେ ମଣ୍ଡେଇ ଉତ୍ସବ ସହ ସଂଯୁକ୍ତ ନିଭିନ୍ନ ବିଭାଗୀୟ ଅଧୁକାରୀ, ସମସ୍ତ କି ଡି ଓ,ବିଭିନ୍ନ କମିଟିର ଅଧ୍ୟକ୍ଷ, ସଭ୍ୟ, ସନ୍ୟା, ସହରର ବୃଦ୍ଧିକାଳୀ, ଲେଖକ, କବି, ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ଜନ ପ୍ରତିନିଧ‌ି, ସାଂସ୍କୃତିକ ଅନୁଷ୍ଠାନ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ଏବଂ ଗଣ ମାଧ୍ୟମ ପ୍ରତିନିଧ ଉପସ୍ଥିତ ଥିରେ ଶେଷରେ ଅତିଶାକ୍ତ ଜିଲ୍ଲାପାଳ ବିଶ୍ବଜିତ୍ ଚର୍ମନ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button