ଧ।ନ କିଣ।କିଣି ହରଡଘଣ। ରେ ଚ।ଷୀ
ଧାନ କିଣି କିଣି ହରଡ଼ଘଣାରେ ଚାଷୀ
ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ କଂଗ୍ରା ପଂଚାୟତର ୩୦ ରୁ ଊର୍ଦ୍ଧ୍ବ ଚାଷୀ ଚଳିତ ବର୍ଷ କମ୍ପାନୀର ୮୩୩୬ ରକମର ଧାନ କିଣି କ୍ଷତିରେ ପଡ଼ିଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଅଭିଯୋଗ ପ୍ରକାରେ ଏହି ଧାନ ପକେଟ କୁ ୧୩୫୦ ଟଙ୍କା ଦେଇ କମ୍ପାନୀରୁ ୮୩୩୬ ଧାନ କିଣି ନିଜ ନିଜ ଜମିରେ ଲଗେଇଥିଲେ ଓ ପଂଚାୟତରେ ପାଖାପାଖ ୬୦ ରୁ ଉର୍ଦ୍ଧ ଏକର ଜମିରେ ଏହି ଧାନ ଚାଷ ହୋଇଛି । ହେଲେ ଉପଯୁକ୍ତ ସମୟରେ ଗୁଆକାର୍ଯ୍ୟ ସାରିବା ଓ ଚଳିତ ବର୍ଷ ଅଞ୍ଚଳରେ ଯଥେଷ୍ଟ ବର୍ଷା ହୋଇଥିଲେ ହେଁ ଧାନ ଗଛରେ ଧାନ ଠିକ୍ ଭାବରେ ଫଳିନି । ଧାନ ଗଛ ଲଗେଇବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ଯ ଧାନ ଗଛ ଏକ ରୁ ଦେଢ଼ ଫୁଟ ଉଠିଲା ପରେ ଆଉ ଗଛ ସହର ହାଇଯାଇଛି । ଏ ନେଇ ଚାଷୀ ମାନେ ସମ୍ପୃକ୍ତ କମ୍ପାନୀ
କ୍ଷତିପୂରଣ ଦାବି
ଫଳି ପାଚିବାକୁ ବସିଲାଣି। ହେଲେ କମ୍ପାନୀ ଧାନ ଏଯାଏ ବାହାରିନି । ଧାନ ପାଚିବା ସମୟ ହୋଇଯାଇଥିବା ବେଳେ ଧାନ ଗଛରୁ ଧାନ ନବାହାରିବାରୁ ଚାଷୀମାନେ ଚିନ୍ତାରେ ପଡି ଯାଇଛନ୍ତି |ଏନେଇ ଚାଷୀମାନେ ସ୍ଥାନୀୟ କୃଷି ଅଧିକାରୀ ଙ୍କ ମଧ୍ୟ ଦ୍ଵାରସ୍ଥ ହୋଇ ସମସ୍ତ ବିଷୟ ଜଣେଇବା ସହିତ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି । କୃଷି ଅଧିକାରୀ ଧୂରେନ୍ କୁମାର ବେନ୍ୟା ମଧ୍ୟ ଚାଷୀଙ୍କ ଅଭି ଯୋଗ ପ୍ରକାରେ ନିଜେ ଚାଷୀଙ୍କ ଚାଷଜମିରେ ପହଞ୍ଚି ଧାନକ୍ଷେତ ସବୁ ବୁ ଲି ଦେଖୁଛନ୍ତି । ଅନ୍ୟପକ୍ଷେ ଯଦି କ୍ଷତି ପୂରଣ ନମିଳେ ତେବେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଅଭିଯୋଗକାରୀ ଚାଷୀମାନଙ୍କ ମଧ୍ୟରେ ମହେଶ ହରିଜନ, ଜଗବନ୍ଧୁ ମାଝି, ପିତାମ୍ବର ମାଳି, ରଘୁ ମାଳି, ନିଲ ମାଝୀ, ଧବଳେଶ ମାଳି, ଜଗନ୍ନାଥ ମାଝୀ, କୃଷ୍ଣ ଚନ୍ଦ୍ର ମାଝୀ, ଅବଦୁତ ପୂଜାରୀ, ପାଞ୍ଜି, ଗୁରୁଭକୁ ପାó gaଖ ଅଭିଯୋଗ କରିଥିବା ଜଣାପଡିଛି ।
ନିକଟରେ ଅଭିଯୋଗ କରିଥିଲେ। Grik A NO ନାହିଁ ଆବେଦନ ନାୟକ, ସଭା କମ୍ପାନୀ କୌଣସି ପଦକ୍ଷେପ ବର୍ତମାନ ସୁଦ୍ଧା ମୋର ନାହିଁ । ଏବେ ଆଖପାଖ ବିଲରୁ ଧାନ