District

୧୮ସଟ୍ ବିମ।ନ ଉଡ।ନ ଯ।ଥଁ ପ। ଇ ନିଦ୍ଦେର୍ଶ

୧୮ ସିଟ୍ ବିମାନ ଉଡ଼ାଣ

ସ୍ଥିତି ଯାଞ୍ଚ ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ

ଜୟପୁର, ୧୪/୧୦: ୧୯୮୦ରେ ଜୟପୁର ଏଯାରଷ୍ଟ୍ରିପରୁ ଉଡ଼ୁଥିଲା ବାୟୁଦୂତ ବିମାନ ସେହି ସମୟରେ ଉନ୍ନତ ଭିତିଭୂମି ନଥିଲା। ତାହା ସତ୍ତ୍ୱେ ୧୮ ସିଟ୍ ବିଶିଷ୍ଟ ବିମାନ ଉଡୁଥିଲା। ଏବେ ବିମାନବନ୍ଦରର ନବକଳେବର ବୃଦ୍ଧି ସହ ଉତ୍ତମ ଭିତ୍ତିଭୂମି ଓ ରନୱେର ସମ୍ପ୍ରସାରଣ ହୋଇଛି କିନ୍ତୁ ୧୮ ମିଟ୍ ବିମାନ ଚଳାଚଳ ପାଇଁ ଅନୁମତି ମିଳିପାରୁନି । ବିମାନବନ୍ଦର ସମ୍ପ୍ରସାରଣ ପରେ ବଡ଼ ବିମାନ ଚଳାଚଳ ନେଇ ପଦକ୍ଷେପ ନିଆଯିବ ବୋଲି ବିଭାଗ କହିବା ପରେ ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛରି ଜୟପୁରର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ର ଶ୍ରୀ ପାତ୍ରଙ୍କ ଆବେଦନକୁ ବିଚାରକୁ ନେଇ ତୁରନ୍ତ ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ରାଷ୍ଟ୍ରପତିଙ୍କ ସଚିବାଳୟର ଅତିରିକ୍ତ ସଚିନ ଲକ୍ଷ୍ମୀ ମହାରାଜୁମାନମ ବେସାମରିକ ବିମାନ ଚଳାଚଳ ମଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଜୟପୁର ବିମାନବନ୍ଦରରୁ ଏବେ ୯ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ଭରୁଛି ଭୁବନେଶ୍ୱର-ଜୟପୁର ମଧ୍ୟରେ ବିମାନ ଦିନକୁ ଦୁଇ ଥର ଚଳାଚଳ କରୁଛି! ଜୟପୁରରୁ ଭୁବନେଶ୍ଵରର

ଦୂରତା ୫୫୦ କିମି ହୋଇଥିବାରୁ ଗୁରୁତ୍ଵପୂର୍ଣ କାମରେ ଲୋକେ ବିମାନସେବା ଉପରେ ନିର୍ଭର କରିଥାନ୍ତି। ଅଥଚ କମ ସଂଖ୍ୟକ ସିଟ୍ କାରଣରୁ ସାଧାରଣ ଲୋକଙ୍କୁ ଟିକେଟ

୯ ସିଟ୍ ବିମାନ ବଦଳରେ ୧୮ ସିଟ୍ ବିମାନ ଉଡ଼ାଣ କରିବା ପାଇଁ ସାଧାରଣରେ ଦାବି ହେଉଛି! ରାୟପୁର-ବିଶାଖାପାଟଣା ଭାରତମାଳା ରାଜପଥ, ରାୟଗଡ଼ାରେ

ଆଇନଜୀବୀଙ୍କ ଆବେଦନକୁ ଗ୍ରହଣ କଲା ରାଷ୍ଟ୍ରପତି ଭବନ

କାରଣ ଖୋଜିବାକୁ ଦିଲ୍ଲୀ, ଭୁବନେଶ୍ବରରୁ ଆସିବେ ଟିମ୍

ମିଳିପାରୁନି ନେତା, ମନ୍ତ୍ରୀ, ସଚିବ, ଜିଲ୍ଲାପାଳଙ୍କ ସମେତ ବହୁ ସରକାରୀ ଅଧିକାରୀ ଦୈନିକ ଯାତାୟାତ କରୁଥିବାରୁ ସାଧାରଣ ଯାତ୍ରୀଙ୍କୁ ଟିକେଟ୍ ମିଳିପାରୁନି

ରେଳ ଡିଭିଜନ୍, କୋରାପୁଟରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ଶିଳ୍ପାନୁଷ୍ଠାନ ସମ୍ଭାବନା ବୃଦ୍ଧି ପରେ ଜୟପୁର ବିମାନବନ୍ଦରର ଗୁରୁତ୍ବ ବଢ଼ିଛି ତୁରନ୍ତ ଭିତ୍ତିଭୂମିର ବିକାଶ କରି ୧୮ ସିଟ

ବିମାନ ଉଡ଼ାଣ କରିବ ମଧ୍ୟ ଜମି ଅଧିଗ୍ରହଣରେ ବିମାନ ଚଳାଚଳ ପାଇଁ ବର୍ତମାନ ଜୟପୁର ଲମ୍ବ ୧୨୦୦ ମିଟର ବିମାନ ଉଡାଣ ଓ ଅବ ମିଟର ବ୍ୟବହାର 6 ଚଳାଚଳ ପାଇଁ ରନ ମିଟର ଏବଂ ୪୫ ମିଟର ରହିଛି! ଯେଉଁଥି ପାଇଁ ଥିବା ତାଙ୍କଲିଜା ଗାଁଗ ପ୍ରଶାସନ ପକ୍ଷରୁ ଚିହ୍ନଟ ଛାଡ଼ିବାକୁ ଗ୍ରାମବାସୀ ଅଧିଗ୍ରହଣ ପ୍ରକ୍ରିୟା ବିନ ପଦକ୍ଷେପ ଅଭାବରୁ ହେଉଥିବାରୁ ବର୍ତମାନ ମିଟ ବିମାନ ଚଳାଚଳ ରଖିଛନ୍ତି ଆଇନଜୀବୀ ଚିଠି ଲେଖିବା ପରେ ପଦକ୍ଷେପ ନେବାକୁ -ଶୀଘ୍ର ଦିଲ୍ଲୀ ଏବଂ ରାଜ ବିମାନବନ୍ଦର ପରିବର୍ଶୀ କରି ରିପୋର୍ଟ ଦେବେ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button