District

ନୂତନ ପ୍ରେରଣାର ଅଙ୍ଗନବ। ଡି ଛାତ୍ର ଛାତ୍ରୀ ଡୋଙ୍ଗରଭେଜ। ରେ ଆରମ୍ଭ କଲେ ନୂତନ ଅଧ୍ୟାୟ

ନୂତନ ପ୍ରେରଣାର ଅଙ୍ଗନବ।ଡି ଛାତ୍ରଛାତ୍ରୀ ଡଙ୍ଗରଭେଜାରେ ଆରମ୍ଭ କଲେ ନୂତନ ଅଧ୍ୟାୟ

ଡଙ୍ଗରଭେଜା, ନନ୍ଦାହାଣ୍ଡି, ୧୪୵୧୦:ଦିନ ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହେଲା “ମଣ୍ଡଳ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ” ଓ “ ଲୋକ ନୃତ୍ୟ ପ୍ରତିଯୋଗିତା”, ଯାହାରେ ନନ୍ଦାହାଣ୍ଡି ମଣ୍ଡଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ମେଧା ଓ ସୃଜନଶୀଳତାର ଦୀପ ଜ୍ଵାଳିତ କଲେ।ବିଜ୍ଞାନ ଚକ୍ରରେ ନୂତନ ଧା ଆଦିବାସୀ ସଂସ୍କୃତି ଓ ଗ୍ରାମୀଣ ରଙ୍ଗର ସାରଗର୍ଭତ ପ୍ରଦର୍ଶନ, ସମସ୍ତଙ୍କର ହୃଦୟକୁ ଛୁଇଁଗଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବରିଷ୍ଠ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଶ୍ରୀକାନ୍ତ ଜାନୀ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀମତୀ ଉତ୍ତମା ହରିଜନ, ଶିକ୍ଷାପ୍ରେମୀ ଧନୁର୍ଯୟ ମାଝୀ, ସିଆର୍ସିସିମାନେ, ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା ସାବର ଶ୍ରୀକ୍ଷେତ୍ର ଦେଶିଆ ନାଟଗୁରୁଏହାସଂଘର ସଭାପତି ଗୁରୁ

ଶ୍ରୀ ନରସିଂହ ତ୍ରିପାଠୀ ଓ ନିର୍ବାହୀ ଅଧୂକାରୀ ନାଗେଶ୍ୱରୀ ପଟନାୟକ ଉପସ୍ଥିତ ଥିଲେ। ଶେଷରେ ମନୋନୀତ ପ୍ରମାଣପତ୍ର ପ୍ରଦାନ କରାଗଲା, ଯାହା ମାଧ୍ୟମରେ ରେ ନନ୍ଦାହାଣ୍ଡିର ପରିଚୟ ବହନ କରିବେ। ଏହି କାର୍ଯ୍ୟକ୍ରମ ମାତ୍ର ପ୍ରତିଯୋଗିତା ନୁହେଁ, ଏହା ହେଉଛି ଗ୍ରାମ ଓ ବିଦ୍ୟାଳୟ ମଧ୍ୟରେ ନୂତନ ଆଲୋକର ଆରମ୍ଭ,

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button