ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ!
ମମତାଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ମୋହନଙ୍କ ଅପିଳ
ଭୁବନେଶ୍ଵର / ନୂଆଦିଲ୍ଲୀ, ୧୧/୧୦ : ପଶ୍ଚି ମବଙ୍ଗ ରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ପରେ ଗଣମାଧ୍ଯମ ଆଗରେ ପ୍ରତିକ୍ରିୟା ରଖୁଛନ୍ତି ପୀଡ଼ିତାଙ୍କ ବାପା ସେ ସିଧାସଳଖ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଓ ଓଡ଼ିଶା ହୋଇଥିଲ କାର୍ଯ୍ୟାନୁଷ୍ଠାନ ହୋଇସାରନ୍ତାଣି । କିନ୍ତୁ ଏଠି କେହି ଆମ ସହ କଥା ହେଉନାହାନ୍ତି କି କୌଣସି ସହଯୋଗ କରୁ ନାହାନ୍ତି ବୋଲି କହିଛନ୍ତି । ପୀଡ଼ିତାଙ୍କ ବାପାଙ୍କ ଆହୁରି ମଧ୍ୟ କହିଛନ୍ତି ଗୁରୁତର ଅବସ୍ଥାରେ ଝିଅକୁ ଏବେ ଆଇସିୟୁରେ ଭର୍ଜି କରାଯାଇଥିବା କହିଛନ୍ତି । ଘଟଣା ସମ୍ପର୍କରେ ଝିଅର ଜଣେ ବନ୍ଧୁ ପ୍ରଥମେ ଆମକୁ ଜଣାଇଲା, ଆମେ ଖବର ଶୁଣି ତୁରନ୍ତ ଦୌଡ଼ି ଆସିଛୁ। ୬ରୁ ୭ ଜଣ
ଦୃବୁର୍ଭ ଘଟଣାସ୍ଥଳରେ ଥିଲେ, ମୋ ଝିଅକୁ ହଇରାଣ କରୁଥିଲେ ଝିଅର ଫୋନ ଛଡାଇନେଲେ, ୩ ହଜାର ଟଙ୍କା ମଧ୍ୟ ମାଗିଲେ। ସୂଚନା ମୁତାବିକ ଗତକାଲି ଛାତ୍ରୀ ଜଣକ ପୁରୁଷ ବନ୍ଧୁ ସହ ରାତ୍ରି ଭୋଜନ ପାଇଁ ବାହାରକୁ ଯାଇଥିଲେ, ସେ ସମୟରେ ୬ରୁ ୭ଜଣ ଦୃବୁ ଦୃବୁର୍ଭ ଆସି ପିଛା କରିଥିଲେ ପରବର୍ତ୍ତୀ ସମୟରେ ନିକଟସ୍ଥ ଜଙ୍ଗଲକୁ ତାଙ୍କୁ ଦୁଷ୍କର୍ମ କରିଥିବା ଅଭି ଯୋଗ ଆସିଛି। ସେପଟେ କଲେଜର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ଏବଂ କଲେଜର ଡାକ୍ତରୀ ଛାତ୍ର ଛାତ୍ରୀ ଛାତ୍ରଛାତ୍ରୀମାନେ ନ୍ୟାୟ ଦାବିକରି କଲେଜ ଆଗରେ ଆନ୍ଦୋଳନରେ ବ ସି ଛନ୍ତି। ଅନ୍ୟପକ୍ଷରେ ଏନେଇ ର ଖ୍ ଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନେଇ ପ୍ର ତି କ୍ରି ୟା ମୋହ ନ
ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଜଣେ ଓଡ଼ିଆ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ । ଏହି ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ ଏହି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଆ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଦୃଢ଼ ଦାବି ଜଣାଉଛି । ମୁଁ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରୁ ଛି। ଏହା ସହ ପଶ୍ଚି ମବଚ୍ଚ ବଙ୍ଗ ର ସର କାରଙ୍କୁ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଁ ବରିଷ୍ଠ ଅଧୂକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।