District

ଜରିପାଲ କୁଡ଼ିଆ ରେ ସଢ଼ୁଛନ୍ତି ୪୦୦ ପରିବ।ର

ଜରିପାଲ କୁଡ଼ିଆରେ ସଢୁଛନ୍ତି ୪୦୦ ପରିବାର

ନବରଙ୍ଗପୁର ତା୧୧୵୧୦ ବିଜେଡି ସରକାର ସମୟରେ ସହରାଞ୍ଚଳ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ସରକାରୀ ଜମିର ସହ ସହ ଆହାସ ଯୋଜନାରେ ପନ୍ଥା ଘର ଯୋଗାଇ ଦେବା ପାଇଁ ଜାଗା ମିଶନ ଆରମ୍ଭହୋଇଥିଲା । କିନ୍ତୁ ନିର୍ବାଚନରେ ବିଜେଡି ହାରିଯିବା ଓ ବିଜେପି ଜିତିବା ପରେ ଏହି ଯୋଜନାରେ ଜୋଲି ବନ୍ଧା ହୋଇଯାଇଛି। ଜାଗା ମିଶନରେ ଜମି ଓ ଆଦାସ ପାଇବାକୁ ପୂଜା ଯୋଗ୍ୟ ହିତାକାରୀଙ୍କ ରାଜ୍ୟ ପଥର ତଳେ ରହିଛି । ପୂର୍ବ ସରକାରଙ୍କ ଏହି ଯୋଜନା ହନିଯାଇ ଥିବା ବେଳେ ଦଣ୍ଡିବାସିନ୍ଦାଙ୍କ ପକ୍କା ଘର ସୁପ୍ତ ଅଧାରେ

ରହିଯାଇଛି । ଫଳରେ ନବରଙ୍ଗପୁର ପୌରପାଳିକାର ୪୦୦ରୁ ଅଧିକ ଜାଗା ମିଶନ ହିତାଧୁକାରୀ ପରିବାର ନରିପକ ଓଡ଼ିଆରେ ଜୀବନ ବିତାଇଛନ୍ତି ।

ହଜିଗଲା ଜାଗା ମିଶନ

ସେହିପରି ଲଗାଣ ବର୍ଷାରେ ସେମାନଙ୍କ ଭଙ୍ଗା ଚାଳିଆ ମାଟିରେ ମିଶି ଯାଇଛି। ନବରଙ୍ଗପୁର ପୌରପାଳିକା

ଅଞ୍ଚଳରେ ମୋଟ ୧ ହଜାର ୫୪୫ ପରିବାର ଜାଗା ମିଶନରେ ଜମି ଓ ଆବାସ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥିମଧ୍ୟରୁ ୧ ହଜାର ୧୪୭ ପରିବାରକୁ ଜମି ସହ ପ୍ରଦାନ କରାଯାଇଥିବା ବେଳେ ୩୯୯ ପରିବାର ବାଦ୍ ପଡିଛନ୍ତି। ବିଭିନ୍ନ ଆଳ ଦେଖାଇ ପୌର କର୍ତ୍ତୃପକ୍ଷ ନିରାଶ କରିବା ପରେ ଏହି ସବୁ ପରିବାର କାସ୍ତବରେ ଯୋଗ୍ୟ ନା ନାହିଁ ଦ୍ଵିତୀୟ ନାର ସର୍ଭେ ନଳାଯାଇ ସେମାନଙ୍କୁ ଜମି ଓ ଆବାସ ଦେବା ପାଇଁ ବ୍ୟବସ୍ଥା ହୋଇଥିଲା।

ତେବେ ପୁନର୍ବାର ସର୍ଭେରେ ଏମିତି ପରିବାର ସଂଖ୍ୟା ୪୦୦ ଟପିଥିବା ବେଳେ ଯୋଜନା ବନ୍ଦ ହୋଇଯିବାରୁ ଜାଗା ଯୋରାଇବା ସମ୍ଭବ ହେଉନାହିଁ ବୋଲି ସଫେଇ ଦିଆଯାଇଛି । ଏଥିସହ ଆଗକୁ ସେମାନଙ୍କୁ ଆବାସ ଯୋଗାଇ ଦିଆଯିବ ବୋଲି ଆଶ୍ବାସନା ଦେଉଛନ୍ତି ପୌର କର୍ମଚାରୀ ।

ପୂର୍ବ ନଂ ୭ ଦଶହରାପଦା ସାହିର ୨୭ ପରିବାର ଓ ୮ ନଂ ୱାର୍ଡର ୧୫ ପରିବାର ଜରିପାଲ ଓଡ଼ିଆରେ ଦୁର୍ବିସହ ଜୀବନ ବିନାଲ ଆସୁଥଲେ। କିନ୍ତୁ ଜଗାଣ ବର୍ଷାରେ ଘର ଭାଙ୍ଗିଯିବାରୁ ସେମାନେ ବେସାହାରା ହୋଇପଡ଼ିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button