ଅନୁସୁଚିତବଗ୍ ର ଛାତ୍ର ଛ।ତୀ ଙ୍କ sc
ଅନୁସୂଚିତବର୍ଗଛାତ୍ରଛାତ୍ରୀଙ୍କ ସ୍କଲାରସିପ ବଢିଲା
ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ବୃଦ୍ଧି ବା ସ୍କଲାରସିପ ପରିମାଣ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡା ସଭାରେ ଏ ସମ୍ପର୍କର ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପଭି ତୁରନ୍ତ ଲାଗୁ କରାଯାଇଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରି- ମାଟ୍ରିକ ସ୍କଲାରସିପରେ ଛାତ୍ରମାନେ ଏବେ ୧୦ ହଜାର ୫୦୦ ଟଙ୍କା ପାଉଥିବା ବେଳେ ଏହାକୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଛାତ୍ରୀମାନେ ୧୧ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ୧୭ ହଜାର ଟଙ୍କାକୁ ବଢାଯାଇଛି।
ଅନ୍ଵେଷାରେ ଛାତ୍ରଛାତ୍ରୀଙ୍କୁ ୧୧ ହଜାର ଟଙ୍କା ସ୍କଲାରସିପ ଦିଆଯାଉଥିବା ବେଳେ ଏହାକୁ ୧୭ ହଜାର ଟଙ୍କାକୁ ବଢାଯାଇଛି। ସେହିପରି ପୋଷ୍ଟ ମାଟ୍ରିକ ସ୍କଲାରସିପରେ ଛାତ୍ରମା ନେ ୧୧ ହଜାର ଟ ହଜାର ଟଙ୍କା । କରାଯାଇଛି ଏବଂ ଛାତ୍ରୀ ଏହାକୁ ଟଙ୍କା ପାଉଥିବା ଏହାକୁ ଏବଂ ଛାତ୍ରୀମାନେ ୧୧ ହଜାର ଟଙ୍କା ପାଉଥିବା ବେଳେ ୧୭ ହଜାର ଟଙ୍କା କରାଯାଇଛି।