District
କ।ର ଦୁର୍ଘଟଣାଗ୍ରସ୍ତ ,ବଞ୍ଚି ଲେ ଡ୍ରାଇଭର୍
କାର୍ ଦୁର୍ଘଟଣାଗ୍ରସ୍ତ, ବଞ୍ଚିଲେ ଡ୍ରାଇଭର
ଚନ୍ଦାହାଣ୍ଡି,୭/୧୦: ଚନ୍ଦାହାଣ୍ଡି ଥାନା ଦଣ୍ଡାମୁଣ୍ଡା ଭଣ୍ଡାର ନଦୀରେ ନୂତନ ସେତୁ ଉପରେ ଗୋଟିଏ ଟ୍ରାକ୍ଟରକୁ ବଞ୍ଚେଇବାକୁ ଯାଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ କାର୍ ଡ୍ରାଇଭର ଅଳ୍ପକେ ବଞ୍ଚି ଯ।ଇଛନି। ଚନ୍ଦାହାଣ୍ଡି ଗ୍ରାମର CON ବିଶିକେଶନ ପାଢ଼ୀଙ୍କ କାର (ସିଜି-୦୪ଏନଜି-୪୭୯୬) ଦଣ୍ଡମୁଣ୍ଡାରୁ ଚନ୍ଦାହାଣ୍ଡି ଫେରୁଥିବା ସମୟରେ ଭଣ୍ଡାର ନଦୀ ସେତୁ ଉପରେ ହଠାତ ଏକ ଟ୍ରାକ୍ଟର ଆସିଯାଇଥିଲା । ଫଳରେ କାର୍ ଭାରସାମ୍ୟ ହରେଇ ସେତୁ ଉପରେ ପିଟି ହୋଇଥିଲା। କାରର ଉଭୟପାର୍ଶ୍ଵର ବେଲୁନ୍ ଫାଟି ବାହାରିବା ଫଳରେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିଲେ । ଏନେଇ ଚନ୍ଦାହାଣ୍ଡି ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ
ଲାତ୍ର ମ ଲ ୱାରୀ/ଦନ୍ତ କରୁଥିବା ପ୍ରକାଶ କରିଛନ୍ତି ।



