ଅସହାୟ ମା ଏବଂ ଅବିବାହିତ ଭିନ୍ନକ୍ଷମ ଝିଅ ଙ୍କୁ ମିଳୁନି ସହ ସରକାରୀ ସାହାଯ୍ୟ

ଅସହାୟ ମା ଏବଂ ଅବିବାହିତ ଭିନ୍ନକ୍ଷମ ଝିଅ ଙ୍କୁ ମିଳୁନି ସହ ସରକାରୀ ସାହାଯ୍ୟ
ଗୋବିନ୍ଦ ତ୍ରିପାଠୀ ଙ୍କ ରିପୋର୍ଟ୍, ନବରଙ୍ଗପୁର
ରାଇଘର,ତ।୨୧/୫ ପ୍ରଶାସନ ର ଅବହେଳା ଏବଂ ସ୍ଥାନୀୟ ପ୍ରଶାସନ ଯୋଗୁ ଅଲୋଡ଼ା ହେଇଗଲେ ମା ଏବଂ ଝିଅ ଆଜି ସରପଞ୍ଚ, ମେମ୍ବର ଙ୍କ ଅବହେଳା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ସରକାରୀ ସାହାଯ୍ୟ ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପାରୁଆ ପଂଚାୟତ ର ଡିବିରିପାରା ଗ୍ରାମର ଅଜୟ କଲାର ଙ୍କ ଙ୍କ ସ୍ତ୍ରୀ ରମା କଲାର ଯାହାଙ୍କ ବୟସ ୬୧ ବର୍ଷ ଗୋଟିଏ ଅବିବାହିତ ଝିଅ ହସ୍ତୀ କଲାର କୁ ଧରି ରହୁଥିବା ବେଳେ ଅବିବାହିତ ଝିଅର ବୟସ ୩୨ ବର୍ଷ ମୁଣ୍ଡ ଟିକେ କାମ କରୁନ ଥିବା ବେଳେ ଲୋକଙ୍କ ଘରେ କାମ କରି ମା ଏବଂ ଝିଅ ବହୁତ କଷ୍ଟରେ ରହିଆସୁଛନ୍ତି ସୂଚନା ଅନୁଯାଇ ରମା କଲାର ଙ୍କ ସ୍ଵାମୀ ରମା କଲାରଙ୍କୁ ଏବଂ ତାଙ୍କ ଝିଅ ହସ୍ତୀ କଲାରଙ୍କୁ ଛାଡି ବହୁତ ବର୍ଷ ହେଇଗଲା ଅଲଗା ରହୁଥିବା ବେଳେ ଅସହାୟ ମା ଙ୍କୁ ମିଳୁନି ଚାଉଳ ପେନସନ ସେହିପରି ଅବିବାହିତ ଝିଅ ହସ୍ତୀ କଲାର ଙ୍କୁ ମିଳୁନି ଅବିବାହିତ ପେନସନ, ଏହି ବିଷୟରେ ଅସହାୟ ମା ରମା କଲାର ବାରମ୍ବାର ସରପଞ୍ଚ ଙ୍କୁ ଅଭିଯୋଗ କରିବା ପରେ ମଧ୍ଯ ମା ଝିଅ ଙ୍କୁ ମିଳିନାହିଁ କୌଣସି ସରକାରୀ ସାହାଯ୍ୟ, ପ୍ରଶାସନ ଙ୍କ ଅବହେଳା ନା ମା ଝିଅ ଙ୍କ ଭାଗ୍ୟ ର ଦୋଷ ଯାହାକି ଆଜି ପର୍ଯ୍ୟନ୍ତ ଏହି ଅସହାୟ ମା ଏବଂ ଭିନ୍ନକ୍ଷମ ଝିଅ ଙ୍କୁ ମିଳିନାହିଁ ସରକାରୀ ସ।ହାଯ୍ୟ, ଟିକିଏ ଖାମଖିଆଳି ଏବଂ ଅବହେଳା ଯୋଗୁ ଆଜି ଦୁର୍ଦ୍ଦଶା ରେ ଦିନ କାଟୁ କାଟୁଛନ୍ତି ମା ଏବଂ ଝିଅ, ଯଥାଶୀଘ୍ର ଏହି ଅସହାୟ ମା ଏବଂ ଅବିବାହିତ ଭିନ୍ନକ୍ଷମ ଝିଅ ପ୍ରତି ପ୍ରଶାସନ ନଜର ଦେଇ ସରକାରୀ ସହାୟତା ରେ ସାମିଲ କରିବାକୁ ଗ୍ରାମବାସି ଦାବି କରିଛନ୍ତି ।



