District

ବାଲିଅନ୍ଧା ଘଟଣା : ୪ପୋଲିସ୍ ସସ୍ ପେଣ୍ଡ

ବାଲିଅନ୍ଧା ଘଟଣା : ୪ପୋଲିସ୍ ସସ୍ ପେଣ୍ଡ

ଗୋବିନ୍ଦ ତ୍ରିପାଠୀ ରିପୋର୍ଟ୍

ଭୁବନେଶ୍ବର ୧୧/୫,ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୪ ପୋଲିସକୁ ସସପେଣ୍ଡ କରାଯାଇଛି । ବାଲିଅନ୍ତି IIC ଅନୀଲ ପରିଡ଼ାଙ୍କୁ ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି କରାଯାଇଛି । ଜଣେ SI, ଜଣେ ASI, ଜଣେ OAPFଙ୍କୁ ସସପେଣ୍ଡ୍ ସସ କରାଯାଇଛି। ସେହିପରି ଜଣେ କନଷ୍ଟେବଲ ସସ୍ପେଣ୍ଡ୍, ୨ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର କରାଯାଇଛି ।କହିରଖୁଛୁ କି, ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ଘଟଣାରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ ଆରମ୍ଭ କରିଛି । ମାମଲାରେ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତ ମନିଟରିଂ କରିବେ। ଡି ଏସପି ରନୁପ୍ରଭା ଶତପଥୀ ତଦନ୍ତ ଦାୟିତ୍ବରେ ଅଛନ୍ତି। କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ବାଲିଅନ୍ତା ଥାନାକୁ ଯାଇ ତଦନୁ କରିଥିବା ବେଳେ ଅନ୍ୟ ଟିମ୍ କ୍ରାଇମ ସ୍ପଟରେ ତଦନ୍ତ ଚଳାଇଛନ୍ତି । ଯାହା ବିରୁଦ୍ଧରେ ପ୍ରମାଣ ମିଳିବ କାହାକୁ ଛଡ଼ା ଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୃଷ୍ଟ କରାଯାଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button