ଡ୍ରେନ୍ରେ ଅଳିଆ ଭର୍ଷି, ରାସ୍ତାରେ ଭାସୁଛି ପାଣି ରାସ୍ତାରେ ବର୍ଷାପାଣି ପ୍ରବାହିତ ହେଉଛି।

ଡ୍ରେନ୍ରେ ଅଳିଆ ଭର୍ଷି, ରାସ୍ତାରେ ଭାସୁଛି ପାଣି ରାସ୍ତାରେ ବର୍ଷାପାଣି ପ୍ରବାହିତ ହେଉଛି।
ନନ୍ଦପୁର /ପାଡ଼ୁଆ, ୮/୫ ଗୋବିନ୍ଦ ତ୍ରିପାଠୀ , କୋରାପୁଟ
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ସଂଯୋଗୀ ରାଜପଥର ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ନିଷ୍କାସନ ପାଇଁ ଡ୍ରେନ୍ ନିର୍ମାଣ ହୋଇଛି। ଏହା ଅଳିଆ ଆବର୍ଜନାରେ ପରିପୂର୍ଣ ହୋଇ ରହିଥିବା ବେଳେ ରାସ୍ତାରେ ଛକ, ପାଡୁଆ ବଜାର, ବାଲଡ଼ା ବଜାର ଡ୍ରେନରେ ଅକ୍ତିଆ ଭତ୍ତ ରାସ୍ନାରେ ଭାସୁଛି ।ରାସ୍ତାର ନନ୍ଦପୁର ଚାଟପଦା, ବସ୍ଷ୍ଟାଣ୍ଡ, ତହସିଲ,ଅବକାରୀ କାର୍ଯ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଆଇଟିଆଇ ଆଦି ଶିକ୍ଷାନୁଷ୍ଠାନ ସମ୍ମୁଖ ଡ୍ରେନ୍ ଓ ରାସ୍ତାରେ ଦେଖିବାକୁ ମିଳୁଛି। ଡ୍ରେନ୍ ଓ ରାସ୍ତା ନିର୍ମାଣ କରିଥିବା ପୂର୍ବ ବିଭାଗ, ନିଜ ଅଞ୍ଚଳରେ ସ୍ବଚ୍ଛତା ଅଭିଯାନ କରୁଥିବା ପଞ୍ଚାୟତ, ବ୍ଲକ ପ୍ରଶାସନ, ରାସ୍ତା ପାର୍ଶ୍ଵରେ ଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ନିର୍ମାଣ କରି ବ୍ୟବହାର କରୁଥିବା ମାଲିକ ଡ୍ରେନ୍ ଓ ରାସ୍ତାର ଦୂରବସ୍ଥା ଦେଖ୍ ନୀରବଦ୍ରଷ୍ଟା ସାଜୁଛନ୍ତି। ରାସ୍ତା ଓ ଡ୍ରେନ ନିର୍ମାଣକାରୀ ସଂସ୍ଥା ପୂର୍ବ ବିଭାଗ, ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପାଣ୍ଡିତ । . ସଫା କରିବା ସହ ଲୋକଙ୍କୁ ସଚେତନ କରିବାକୁ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।



