ପୁଣି ଜନନୀ ଯନ୍ତ୍ରଣା,, ଖଟିଆ ରେ ବୁହା ହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା,, ଖଟିଆ ରେ ବୁହା ହେଲେ ଗର୍ଭବତୀ
ଗୋବିନ୍ଦ ତ୍ରିପାଠୀ,
ଧର୍ମଗଡ଼, କଳାହାଣ୍ଡି, 7.05.2026. ଗାଁ କୁ ଆମ୍ବୁଲାନ୍ସ ଯାଇପାରିଲାନାହିଁ ଯାହାରୀ ଫଳରେ ଜଣେ ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହିବୋହି ୧ କିଲୋମିଟର, ଆମ୍ବୁଲାନ୍ସ ପାଖକୁ ନେବାକୁ ପଡ଼ିଛି। କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଧ ଅଁ ର ପୁର ପଞ୍ଚାତ୍ ର ଆମ୍ବଗୁଡା I, ମାଲପଡ୍। ଗ୍ରାମର ଦୃଶ୍ୟ ଦେଖ୍ ବାକୁ ମିଳିଅଛି ମାଲପଡ଼ାର, ଦେବାନନ୍ଦ ମାଝୀ ଙ୍କ ସ୍ତ୍ରୀ ଲଳିତା ମାଝୀ ଙ୍କୁ ପ୍ରସବ ବେଦନା ହେବାରୁ, ୧୦୮ ଆମ୍ବୁଲାନ୍ସ କୁ ଯୋଗଗୋଗ କରିଥିଲେ ତେବେ କାଳବୈଶାଖୀ ବର୍ଷାଯୋଗୁଁ, କାଦୁଅ ପଚ୍ ପଚ୍ ହେବାରୁ ୧ କିଲୋମିଟର ଦୂର ଆମ୍ବାଗୁଡା ମୁଖ୍ୟ ରାସ୍ତା ରେ ଅଟକି ରହିଥ୍ଲା, ସେପଟେ ପ୍ରସବ ବେଦନା ରେ ଛଟପଟ ହେଉଥାନ୍ତି ଗର୍ଭବତୀ ପରିବାର ଲୋକେ କୌଣସି ଉପାୟ ନ ପାଇଁ ଆଶା କର୍ମୀ ଓ ସମ୍ପର୍କୀୟ ଙ୍କ ସହଯୋଗ ରେ ଶେଷରେ ଏକ ଖଟିଆ ରେ ବୋହି ଆମ୍ବ ଆମ୍ବୁଲାନ୍ସ ପାଖକୁ ବୋହି ନେଇ ଥିଲେ । ଗତ ବର୍ଷ ଜଣେ ଗର୍ଭବତୀ ମହିଳା ଙ୍କୁ ବି ଖଟିଆ ରେ ବୋହିଁ ବୋହିଁ ନିଆ ଯାଇ ଥିଲ। ।ବାରମ୍ବାର ଘଟଣ। ଘଟୁ ଥିଲେବି ବିଭ।ଗୀୟ ପ୍ରତିନିଧ୍, ପ୍ରଶାସନ ର ରାସ୍ତା ମରାମତି ପାଇଁ ମ।ନୁ ନାହିଁ I ସରକାର ଗ୍ରାମାଞ୍ଚଳ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁ ଥିବା ବେଳେ ଏବେ ବି ଅବହେଳିତ ରହିଅଛି । ବାରମ୍ଵାର ପଡ଼ I ବାସୀ ସ୍ଥାନୀୟ ବିଧାୟକ ଙ୍କୁ ଗୁହାରି କରି ଥିଲେବି ସୁଫଳ ମିଳି ପାରିନାହିଁ ବୋଲି ମାଳପଡା ବାସୀ କହିଛନ୍ତି ।



