District

ରାସ୍ତାର ଦୂରବସ୍ଥା, ଗାଁ କୁ ଯାଇ ପାରିଲାନି ଶବବୁହା ଗାଡ଼ି ୨ମୃତ ଶବ ଶରୀରକୁ ୩କିମି ବୋହି ଜରାଇ ଗାଁକୁ ନେଲେ

ରାସ୍ତାର ଦୂରବସ୍ଥା, ଗାଁ କୁ ଯାଇ ପାରିଲାନି ଶବବୁହା ଗାଡ଼ି ୨ମୃତ ଶବ ଶରୀରକୁ ୩କିମି ବୋହି ଜରାଇ ଗାଁକୁ ନେଲେ

ପଞ୍ଚାୟତର ବୁଦ୍ଧିଜୀବୀ ଆପନା ପାଙ୍ଗି, କୈଳାସ ଖେମୁଣ୍ଡୁଙ୍କ ସମେତ ମତ

ପ୍ରଦାନ କରିବା ବ୍ୟବସ୍ଥା କରିବା ଦାବି କରିଥିଲେ। ଆନ୍ଧ୍ର ପେଦାବାଇଲି ସରପଞ୍ଚ,

ବୁଧବାର ମୃତକଙ୍କ ପରିବାରକୁ ରେଡକ୍ରସ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।

ଜୟନ୍ତୀଗିରି–ମାରିପୁଟ ରାସ୍ତା ମରଣାଯନ୍ତ।

ଗୋବିନ୍ଦ ତ୍ରିପାଠୀ,କୋରାପୁଟ

ନନ୍ଦପୁର,୭/୫

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଜୟନ୍ତୀଗିରିଠାରୁ ମାରୀପୁଟ Γ କି.ମି ରାସ୍ତା ମରଣଯନ୍ତା ପାଲଟିଛି। ବ୍ଲକ ପ୍ରଶାସନ ରାସ୍ତାକୁ ଆରଡି ବିଭାଗକୁ ହସ୍ତାନ୍ତର କରିଛି। ସୁନାବେଡା ଆରଡି ବିଭାଗ ମାପଚୁପ, ଅଟକଳ ପାଣ୍ଠି ମଞ୍ଜୁରୀ ନ ଥିବା କହି ନୀରବ ବସିଥିବା ଅଭିଯୋଗ ହୋଇଛି । ଅସରାଏ ବର୍ଷାରେ ର ମାଟି ରାସ୍ତା କାଦୁଅମୟ ହେଉଛି | ରାସ୍ତାରେ ଥିବା ବଡ ବଡ ଗର୍ଭ ଥିବାରୁ ଜୟନ୍ତୀଗିରୀ,

ଟାଙ୍କେଲ, ବଣ୍ଡାଲମେଟା, ପ୍ରଧାନୀପୁଟ, ଜରାଇ ଓ ମାରିପୁଟ ଗ୍ରାମବାସୀଙ୍କୁ ଯାତାୟାତରେ ଅସୁବିଧା ହେଉଛି। ମଙ୍ଗଳବାର ଗ୍ରାମର ୨ ମହିଳାଙ୍କ ମୃତଦେହ ଆଣିବା । ବେଳେ ଗ୍ରାମବାସୀ କାନ୍ଧରେ ବୋହି ଆଣୁଥିବା ଦେଖିବାକୁ ମିଳିଛି। ରାସ୍ତାର ଦୂରାବସ୍ଥାର ଯୋଗୁ ଶବବୁ ବୁହା ଗାଡ଼ି ଟାଙ୍କେଲ ନିକଟରେ ଓହ୍ଲାଇ ଚାଲିଯାଇଥିଲା। ଲୋକେ ୩ କି.ମି. ଦୂର ମୃତଦେହ ବୋହି ଜରାଇ ଗ୍ରାମକୁ ନେଇଥିଲେ। ବଣ୍ଡାଲମେଟା, ପ୍ରଧାନୀପୁଟ, ଜରାଇ ଓ ମାରିପୁଟ ଗ୍ରାମକୁ

ରୋଗୀବୁହା ଯାନ ବର୍ଷକ ୧୨ ମାସ ଅପହଞ୍ଚ ଥିବା ବେଳେ ୪ ଗ୍ରାମବାସୀ ଦୁଇଚକିଆ ଗାଡ଼ି କିଣି ଅନ୍ୟ ଗ୍ରାମରେ ଛାଡ଼ି ଚାଲି ଚାଲି ଗାଁକୁ ଯାଉଥିବା ପଞ୍ଚାୟତ ସରପଞ୍ଚ ପୂଜା ଖୋଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରି ୬ ଗ୍ରାମବାସୀଙ୍କ ଯାତାୟାତ କଷ୍ଟ ଦୂର କରିବାକୁ ଅନୁରୋଧ କରିଛନ୍ତି । ଆରଡି ବିଭାଗ ପକ୍ଷରୁ ଅଟକଳ କରାଯାଇ ମଞ୍ଜୁରୀ ପାଇଁ ରାଜ୍ୟ ସ୍ତରକୁ ପଠାଯାଇଥିବା କୁହାଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button