ଅନାଥ ଦୁଇ ଭାଇଙ୍କୁ ମିଳୁନି ଚାଉଳ ମିଳୁନି ସରକାରୀ ଘର

ଅନାଥ ଦୁଇ ଭାଇଙ୍କୁ ମିଳୁନି ଚାଉଳ ମିଳୁନି ସରକାରୀ ଘର
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ରାଇଘର ,ତ।୪/୫ ବାପା ମା ଙ୍କ ମୃତ୍ୟୁ ପରେ ବାପା ଙ୍କ ଭଉଣୀ ପିଉସୀ ଘରେ ରହି ଆସୁଛି ଦୁଇ ଭାଇ ହେମୁ ଏବଂ ରାମେଶ୍ୱର ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଜଳଙ୍ଗପାରା ପଞ୍ଚାୟତ ଜଳଙ୍ଗପାରା ଗ୍ରାମର ଆସମନ ଗଣ୍ଡ ତାଙ୍କ ସ୍ତ୍ରୀ ଲଖମି ଗଣ୍ଡ ଙ୍କ ୬ ବର୍ଷ ପୂର୍ବେ ଦେହ ଅସୁସ୍ଥତା କାରଣରୁ ମୃତ୍ୟୁ ପରେ ତାଙ୍କ ଦୁଇ ଜଣ ପୁଅ ହେମୁ ଗଣ୍ଡ ଏବଂ ରାମେଶ୍ୱର ଗଣ୍ଡ ସମ୍ପୂର୍ଣ ଅନାଥ ହୋଇଗଲେ ଗ୍ରାମରେ ଥୁବା ନିଜ ପିଉସୀ ଲୋକେ ଘରେ ଦୁଇ ଭାଇ ଭାଇ ରହୁଛନ୍ତି, ବର୍ତ୍ତମାନ ର ବୟସ ୧୪ ହେମୁ ଗଣ୍ଡ ବର୍ଷ ହୋଇଥିବା ବେଳେ ରାମେଶ୍ୱର ଗଣ୍ଡ ଙ୍କ ବୟସ ୧୭ ବର୍ଷ, ବଡ଼ ଭାଇ ଦାଦନ ଖଟିବାକୁ ଆନ୍ଧ୍ରରେ ରହୁଥିବା ବେଳେ ସାନ ଭାଇ ହେମୁ ନିଜ ପିଉସୀ ଙ୍କ ଘରେ ରହୁଛି ଦୁଇଜଣ ଭାଇ ଙ୍କୁ ପ୍ରଶାସନ ତରଫରୁ ଚାଉଳ ମିଳୁନଥିବା ବେଳେ ସରକାରୀ ଘର ଖଣ୍ଡେ ନାହିଁ ପ୍ରଶାସନ ତରଫରୁ ଏହି ଘର ଯୋଗେଇଦେବା ସହ ଚାଉଳ ଅନାଥ ଦୁଇଜଣ ଭାଇଙ୍କୁ ପ୍ରଧାନମନ୍ତ୍ରୀ ଘର ଯୋଗେଇ ଦେବାକୁ ଗ୍ରାମବାସି ଦାବି କରିଛନ୍ତି ।



