-
District
ଜାତିପ୍ରଥାର ନଗ୍ନ ଚିତ୍ର
ଜାତିପ୍ରଥାର ନଗ୍ନ ଚିତ୍ର:ତ। ୨୫/୨ ନବରଙ୍ଗପୁର ଜିଲ୍ଳାର ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗ୍ରାମର ଦୁର୍ଯ୍ୟୋଧନ ମାଝୀଙ୍କ ଝିଅମାନେ ଅନ୍ୟ ଜାତିରେ ରେ ବିବାହ କରିଥିବାରୁ ତାଙ୍କ ମୃତ୍ୟୁ…
Read More » -
District
ଅନ୍ଧାରରେ ୨୭୪ ଗାଁର ୩୫୩୩ ପରିବାର
ଅନ୍ଧାରରେ ୨୭୪ ଗାଁର ୩୫୩୩ ପରିବାର ନବରଙ୍ଗପୁର,୨୪/୨: ନବରଙ୍ଗପୁର ଜିଲ୍ଲାର ୨୭୪ ଗାଁକୁ ଆଜି ବି ବିଜୁଳି ଆଲୁଅ ପହଞ୍ଚି ପାରିନି ଫଳରେ ୩୫୩୩ ପରିବାର ଅନ୍ଧାରରେ…
Read More » -
District
ଆମେ ପଢ଼ିବା ଆମ ଭାଷାରେ କର୍ମଶାଳା
ଆମେ ପଢ଼ିବା ଆମ ଭାଷାରେ କର୍ମଶାଳା ଉମରକୋଟ,୨୫/୨: ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଆମେ ପଢ଼ିବା ଆମ ଭାଷାରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି…
Read More » -
District
ଫସଲ ବୀମା ପ୍ରତି ଚାଷୀ ବିମୁଖ ୩୮ କୋଟି ଜମା ରାଶି ସତ୍ତ୍ବେ ନୈରାଶ୍ୟଜନକ
ଫସଲ ବୀମା ପ୍ରତି ଚାଷୀ ବିମୁଖ ୩୮ କୋଟି ଜମା ରାଶି ସତ୍ତ୍ବେ ନୈରାଶ୍ୟଜନକ ନବରଙ୍ଗପୁର, ୨୫/୨ : ଚାଷୀଙ୍କ କବଚ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା…
Read More » -
District
ମାଝୀପୁଟ –ଚରମ୍ପି ରାସ୍ତା ମରଣଯନ୍ତା
ମାଝୀପୁଟ –ଚରମ୍ପି ରାସ୍ତା ମରଣଯନ୍ତା ନନ୍ଦପୁର, ୨୪/୨ କୋରାପୁଟ ଜିଲ୍ଲା ସୁନାବେଡା ଆରଡି ବିଭାଗ, ସେମିଳିଗୁଡା ଓ ନନ୍ଦପୁର ବ୍ଲକ ପ୍ରଶାସନର ଛକାପଞ୍ଜାରେ ସୁବାଇ ପଞ୍ଚାୟତର ମାଝିପୁଟ,…
Read More » -
District
ବଟକରି ବିଦ୍ୟାଳୟରେ ଶିଶୁ ବାଟିକା ନିଯୁକ୍ତିକୁ ନେଇ ବିଧବା ମହିଳାର ଅଭିଯୋଗ, ଭିଡିଓ ଭାଇରାଲ୍
ନବରଙ୍ଗପୁର :-ପାପଡାହାଣ୍ଡି ବ୍ଲକ ଅଧିନ ବଟକରି ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକା ନିଯୁକ୍ତି ପ୍ରକ୍ରିୟାକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ଜଣେ ବିଧବା ଅଭ୍ୟର୍ଥୀଙ୍କୁ ଚୟନ ନକରି…
Read More » -
୮ ଦିନ ହେଲ। ନଳକୂପ ଖର।ପ ସରପଞ୍ଚ ଙ୍କ ନଜର ପତୁନ।ହିଁ
୮ ଦିନ ହେଲା ନଳକୂପ ଖରାପ ସରପଞ୍ଚଙ୍କ ନଜର ପଡ଼ୁନି ରାଇଘର ୧୯/୨ : ବାସୀ କିବେକଙ୍ଗା ଗ୍ରାମର ୯ ୱାର୍ଡରେ ପିଇବା ପାଣି ପାଇଁ ରାଇଘର…
Read More » -
ଭୋଟର ଏବଂ ଆଧ।ର କ।ଡ୍ ନଥିବ।ରୁ ସମସ୍ତ ସରକ।ରୀ ଯୋଜନ।ରୁ ବଞ୍ଚିତ ର।ମବତୀ ଗଣ୍ଡ
ଭୋଟର ଏବଂ ଆଧାର କାର୍ଡ ନ ଥିବାରୁ ସମସ୍ତ ସରକାରୀ ଯୋଜନା ରୁ ବଞ୍ଚିତ ରାମବତୀ ଗଣ୍ଡ ରାଇଘ ଇଘର, ୧୯।୨ ସ୍ଵାମୀ ମୃତ୍ୟୁକୁ ୮ ବର୍ଷ…
Read More » -
ଜୟପୁର,୧୮/୨: ଜବରଦଖଲରେ ଥିଲେ ସାଧାରଣ ଲୋକଙ୍କୁ ହଟାଯାଉଛି। ବେଆଇନ ପାର୍କି କଲେ ଆଦାୟ କରାଯାଉଛି ଜୋରିମାନା। ଅଥଚ ସହରର ଜଣେ ହୋଟେଲ ବ୍ୟବସାୟୀଙ୍କୁ ସବୁ ମାଫ୍। ଏନ୍ଏଚ୍ ଅବରୋଧ କରି ଗ୍ରାହକଙ୍କ
ଗାଡ଼ିମୋଟର ପାକିଂ କରାଯାଉଥିଲେ ବି ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ ଯନ୍ତ୍ରୀ କହିଛନ୍ତି । ବ୍ୟବସାୟୀଙ୍କ ଦେହରେ ହାତ ମାରିପାରୁନି ପ୍ରଶାସନ। କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏବେ ଏନ୍ଏଚ୍…
Read More » -
ରାୟଗଡା ଜିଲ୍ଲାର ଜ।ଗର ପୂଜ। ଧୂମଧ।ମରେ ପ।ଳିତ
ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଶୈବପୀଠ ମାନଙ୍କରେ ଆଜି ପବିତ୍ର ମହାଶିବରାତ୍ର ଓ ଜାଗର ମେଳିରେ ପାଇଁ ପରିବେଶ ଚଳ ଚଞ୍ଚଳ ହୋଇଉଠିଛି।…
Read More »