କୁଣ୍ଢା ବଝେଇ ଟ୍ରକ୍ ଓଲଟି ଶ୍ରମିକ ମୃତ, ୨ ଆହତ

ପାପଡାହାଣ୍ଡି, ୧୬/୦୬ :(ଗୋବିନ୍ଦା ତ୍ରିପାଠୀ ) ,ନବରଙ୍ଗ ରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ମୈଦଲପୁର ଥାନା ଜୁନାପାଣି ତାଙ୍କ ଓଲଟି ବୁଲାଣି ନିକଟରେ ଏକ କୁଣ୍ଢା ବଝେଇ ଟ୍ରକ ଓ ଜଣେ ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି, ମୃତ ଶ୍ରମିକ ହେଲେ ମଣ୍ଡୁ ନାୟକ ଙ୍କ ଘର କଳାହାଣ୍ଡି ଜିଲ୍ଲା ବାଞ୍ଜିବାହାଳ ହାଲ ଏବଂ ଆହତ ଡ୍ରାଇଭର ଭର ତୁଳସୀ ରାମ ନାୟକ ଓ ହେଲ୍ସର ବନମାଳୀ ମାଝୀଙ୍କୁ ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ର କନ୍ଦ୍ରରେ ପୋଲିସ ଭର୍ଭି କରିଛି , ଡାବୁଗାଁରୁ ଏକ କୁଣ୍ଢା ବଝେଇ ହୋଇ କଳାହାଣ୍ଡି ହାଣ୍ଡି ଜିଲ୍ଲା ଆମପାଣି କୁ ଯାଉଥିବା ଟ୍ରକ ( ଓ ଡି ୦୩ଭି १७८៣) ଭାରସାମ୍ୟ ହରାଇ ମୈଦଲପୁର ଆମପାଣି ଘାଟି ନିକଟ ଜୁନାପାଣି ବୁଲାଣି ନିକଟରେ ଓଲଟି ପ ପଡିଥିଲା, ଟ୍ରକ ଟି ଓଲଟି ପଡିବା ଫଳରେ ଘଟଣା
ସ୍ଥଳରେ ହିଁ ଶ୍ରମିକ ମଣ୍ଡୁ ନାୟକଙ୍କ ମୃତ୍ୟୁ ହୋଇ ଇଥିଲା, ପାପଡାହାଣ୍ଡି ଅଗ୍ନିଶମ ବାହିନୀ ଓ ମୈଦଲପୁର ପୁଲିସ ଶବକୁ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।