District

ଅକାଳରେ ଚାଲିଗଲା ଜୀବନ ଦୋଛକିରେ କାନ୍ଦୁଛି ଆତ୍ମା

ଅକାଳରେ ଚାଲିଗଲା ଜୀବନ ଦୋଛକିରେ କାନ୍ଦୁଛି ଆତ୍ମା

ଅଧାବାଟରେ ଆମ୍ବୁଲାନ୍ସରୁ ତେଲ, ଅକ୍ସିଜେନ୍ ସରିଗଲା

ରୋଗୀଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା/ଡେରାବିଶ/କଟକ, ୧୬/୫ : ଆମ୍ବୁଲାନ୍ସରୁ ତେଲ ସରିଗଲା। ଅକ୍ସିଜେନ୍ ସିଲିଣ୍ଡର୍ ବି ଖାଲି ହୋଇଗଲା। ଅଧାରାସ୍ତାରେ ଚାଲିଗଲା ଗୁରୁତର ରୋଗୀଙ୍କ ଜୀବନ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଚାଟରାଚକଡ଼ା ପଞ୍ଚାୟତ ଗୋବିନ୍ଦପୁର ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ ପାଇଛି।

ଶ୍ମଶାନରୁ ବ୍ୟବଚ୍ଛେଦ ଗ୍ରାମର ପ୍ରକାଶ କାଣ୍ଡି (୩୫)ଙ୍କର ଅକାଳରେ ପାଇଁ ଗଲା ଶବ

ଗୋବିନ୍ଦପୁର ଗ୍ରାମର ବୈଷ୍ଣବ କାଣ୍ଡିଙ୍କ ପୁଅ ପ୍ରକାଶ ଘରୋଇ କଳହକୁ କେନ୍ଦ୍ର କରି ଗୁରୁବାର ବିଷ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥିଲା। ସେଠାରୁ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିଲେ। ମେଡିକାଲ୍‌ରେ ହୋଇଥିଲା। ମାତ୍ର ସଂକଟାପନ୍ନ ହେଉଥିବାରୁ

ଆଇସିୟୁର ଆବଶ୍ୟକତା ଯୋଗୁଁ ବଡ଼ଭାଇ ବିଭୂତି କାଣ୍ଡି ଓ ଭାଉଜ ଝରଣା ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ନେଉଥିଲେ। ଆଜି ଦିନ ଗୋଟାଏ ବେଳେ କଟକରୁ ଗୁରୁତର ପ୍ରକାଶଙ୍କୁ ଭୁବନେଶ୍ଵର ନିଆଯାଉଥିବା ବେଳେ କାଠଯୋଡ଼ି ପୋଲ ଉପରେ ତେଲ ସରିଯିବାରୁ ଆମ୍ବୁଲାନ୍ସ ଅଟକି ଯାଇଥିଲା | ଫଳରେ ଅକ୍ସିଜେନ୍ ଚାଲିନଥିଲା | କାଠଯୋଡ଼ି ପୋଲ ଉପରେ ହିଁ ପ୍ରକାଶ ଆଖି ବୁଜିଦେଲେ ବୋଲି ବଡ଼ଭାଇ ବିଭୂତି କହିଛନ୍ତି। ସେଠାରୁ ପ୍ରକାଶଙ୍କ ଶବ ସିଧା ଗାଁ ଶ୍ମଶାନକୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଅଣାଯାଇଥିଲା। ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହେ।ଇଥିଲ।।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button