District

ବାପା ମା ଛେଉଣ୍ଡ ୪ ଜଣ ଅନାଥ ଭାଇ ଭଉଣୀ ପ୍ରଶାସନ ର ନଜର ପଢ଼ୁନି ଓ କେବେ ପଡିବ

ବାପା ମା ଛେଉଣ୍ଡ ୪ ଜଣ ଅନାଥ ଭାଇ ଭଉଣୀ ପ୍ରଶାସନ ର ନଜର ପଢ଼ୁନି ଓ କେବେ ପଡିବ

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର
ରାଇଘର,୨୭/୪, ଦୂର ସମ୍ପର୍କ କକା ଙ୍କ ଘରେ ବହୁତ କଷ୍ଟରେ ରହୁଛନ୍ତି ଅନାଥ ୪ ଜଣ ଭାଇ ଭଉଣୀ, ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ରାଇଘର ପଞ୍ଚାୟତ ର ଖୁଟୁଗାଁ ଭାଟିପାରା ଗ୍ରାମର କୃଷ୍ଣ ଗଣ୍ଡ ଙ୍କ ମାସେ ପୂର୍ବେ ମୃତ୍ୟୁ ହେବା ପରେ ତାଙ୍କ ସ୍ତ୍ରୀ ଶୁକ୍ରୀ ଗଣ୍ଡ ଙ୍କ ପନ୍ଦର ଦିନ ପରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଚାରି ଜଣ ପୁଅ ଝିଅ ମାସେ ଭିତରେ ଅନାଥ ହୋଇଗଲେ ଗ୍ରାମର ଲୋକେ ଦୂର ସମ୍ପର୍କ କକା ଘରେ ସେହି ଭାଇ ଭଉଣୀ ଙ୍କୁ ଭାଗ ବଣ୍ଟା କରି ପୋଷି ବାକୁ ଦେଇଦେଲେ, ବଡ଼ ପୁଅ ରାଈମନଗଣ୍ଡ ବୟସ ୧୩ ବର୍ଷ ଅଷ୍ଟମ ଶ୍ରେଣୀ ଯାଏ ପାଠ ପଢି ନବମ ଶ୍ରେଣୀରେ ନାମ ଲେଖେଇ ନ ଥିବା ବେଳେ ବଡ଼ ଝିଅ ରାମବତୀ ଗଣ୍ଡ ୧୪ ବର୍ଷ ସିଏ ମଧ୍ଯ ଅଷ୍ଟମ ପଢି ପାଠ ଛାଡି ଦେଇଛି ସାନ ପୁଅ ରାଜମନ ଗଣ୍ଡ ୭ ବର୍ଷ ଖୁଟୁଗା ସ୍କୁଲରେ ଚତୁର୍ଥଶ୍ରେଣୀ ରେ ପାଠ ପଢୁଛି ସବୁଠୁ ସାନ ଝିଅ ରଜନ୍ତି ଗଣ୍ଡ ବୟସ ୯ ବର୍ଷ ପଞ୍ଚମ ଶ୍ରେଣୀରେ ପାଠ ପଢୁଛି, ଯଥ। ଶୀଘ୍ର ପ୍ରଶାସନ ଏହି ଛୁଆମ।ନ ଙ୍କ ପ୍ରତି ନଜର ଦେଇ ଅନାଥ ଛୁଆଙ୍କୁ ହଷ୍ଟେଲ ରେ ରଖି ପାଠ ପଢ଼େଇବା ସହ ସରକାରି ସୁବିଧା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button