District

ଲମତ।ପୁଟ ସରସ୍ଵତୀ ଶଶୁବିଦ୍ୟାମନ୍ଦିର ର ବ। ର୍ଷିକ ଉତ୍ସବ ପ।ଳିତ

ଲମତାପୁଟ ସରସ୍ବତୀ ଶିଶୁମନ୍ଦିର ର ବାର୍ଷିକ ଉତ୍ସବ ପାଳିତ

ଲମତାପୁଟ,୨୪/୧୨: ଲମତାପୁଟ ସରସ୍ବତୀ ଶିଶୁମନ୍ଦିର ୨୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି! ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ କିରଣ ଵାଲା ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ! ମୁଖ୍ୟ ଅତିଥି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଙ୍ଗି ଜ଼ିଲ୍ଲା ପରିଷଦ ସଭ୍ୟ ମୁଖ୍ୟ ବକ୍ତା ଶ୍ରୀ ସାଗର କୁମାର ବେହେରା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ଶିବାନୀ ମୁଦୁଲି ସରପଞ୍ଚ ପ୍ରଫୁଲ୍ଲ କ୍ରିଷନୀ ଙ୍କ ବ୍ୟତୀତ ବିଦ୍ୟାଳୟ ର ସଭାପତି ଶ୍ରୀ ପ୍ରତାପ କୁମାର ନାୟକ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ! ବିଭିନ୍ନ କ୍ଷେତ୍ର ରେ ବିଜେତା ଲାଭ କରିଥିବା ଛାତ୍ର ଛତ୍ରୀ ମାନଂକୁ ପୁରସ୍କାର ପ୍ରଦାନ କରାଯାଇଥିଲା! ଛୋଟ ଛୋଟ କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କାରି ଦର୍ଶକ ଙ୍କ ମନମୁଗ୍ସ କରିଥିଲେ ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button