District

ଲମତାପୁଟ ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପାଳିତ

ଲମତାପୁଟ ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପାଳିତ


—————————————
ଲମତାପୁଟ,21/12/2025 ଲମତାପୁଟ ନିକଟ ମିସିଂପୁଟ ଆଦର୍ଶ ବିଦ୍ୟାଳୟ ର 10 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି!ଏହି ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସାଗର କୁମାର ବେହେରା ବାର୍ଷିକ ଧାରା ବିବରଣୀ ପାଠ କରିଥିବା ବେଳେ ବ୍ଲକ ଅଧକ୍ଷ ଶ୍ରୀ ତାପସ କୁମାର ଚାଲାଣ ବିଧାୟକ ପ୍ରତିନିଧି ଆଦିତ୍ୟ ସିସା ଅତିରିକ୍ତ ଶିକ୍ଷା ଅଧିକାରୀ ଶିବାନୀ ମୁଦୁଲି ଓ ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପାଙ୍ଗି ମୁଖ୍ୟ ବକ୍ତା ପ୍ରଣବ କିଶୋର ପଟ୍ଟନାୟକ ପ୍ରମୁଖ ଯୋଗଦାନ ଦେଇ ନିଜର ବକ୍ତବ୍ୟ ରଖି ଥିଲେ! ବିଦ୍ୟାଳୟ ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅପେରସନ ସିନ୍ଦୁର ନାରୀଶିକ୍ଷା ଭଳି ନାଟକ ଓ ଗୀତ ସଂଗୀତ ପରିବେଷଣ କାରି ଦର୍ଶକ ମାନଙ୍କ ମନ ମୁଗ୍ଧ କରିଥିଲେ!ବିଭିନ୍ନ କ୍ଷେତ୍ର ରେ ବିଜୟୀ ଛାତ୍ର ଛତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା

Govinda Tripathy (Editor)

Related Articles

Leave a Reply

Your email address will not be published. Required fields are marked *

Back to top button