ପାରଳାଖେମୁଣ୍ଡି ମଳିଳ। ବିଦ୍ୟାଳୟର ୪୦ତମ ବ।ଷିକ ଉତ୍ସବ ପ।ଳନ
ପାରଳାଖେମୁଣ୍ଡି ମହିଳା ମହାବଦ୍ୟାଳୟର ୪୦ ତମ ବାର୍ଷିକ ଉତ୍ସବ ପାଳିତ
ପାରଳାଖେମୁଣ୍ଡି:୧୯/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥଭାବେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିଲେ l ପ୍ରଥମେ ବିଧାୟକ ଙ୍କୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଭବ୍ୟ ସ୍ଵାଗତ ଜଣାଇଥିଲେ , ପରେପରେ ତାଙ୍କ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରି ପାଠ ପଡ଼ିଲେ ଜିଲ୍ଲା ର ନା ସାରା ରାଜ୍ୟ ଓ ବାହାର ରାଜ୍ୟରେ କରିବେ ବୋଲି କୋହିଥିବା ସହ ପିତା ମାତା
ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ମାନ ଦେବା କଥା କୋହିଠିଲେ, ଏହି ଅବସର ରେ ବିଧାୟକ ପାଣ୍ଠି ରୁ ମହିଳା ମହାବିଦ୍ୟାଳୟ ର ଉନ୍ନତି ପାଇଁ ୩ ଲକ୍ଷ୍ୟ ଟଙ୍କା ଅନୁଦାନ ଘୋଷଣା କରିଥିଲେ ଏହି ବାର୍ଷିକ ଉତ୍ସବ ରେ ବିଧାୟକ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିତେନ୍ଦ୍ର ପଣ୍ଡା, ପୌର ଅଧ୍ୟକ୍ଷା ନିର୍ମଳା ସେଠି, ମହାବିଦ୍ୟାଳୟ ର ଅଧକ୍ଷ ତଥା ସଭାପତି ମହେନ୍ଦ୍ର ରଇତ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ରୀମତୀ ସ୍ୱାଗତିକା ପଣ୍ଡା, ବିଧାୟକ ନିଜ ପାଣ୍ଠି ରୁ ଅନୁଦାନ ଘୋଷଣା କରିଥିବାରୁ ମହିଳା ମହାବିଦ୍ୟାଳୟ ସମସ୍ତ କର୍ମକର୍ତ୍ତା ବିଧାୟକ ଙ୍କୁ ଧନ୍ୟବାଦ୍ ଜଣାଇଥିଲେ